କଟକ ସଦର ଥାନା ସୁଭଦ୍ରାପୁରରେ ବୋମାମାଡ଼ । ବ୍ୟବସାୟୀଙ୍କ ଘରକୁ ବୋମାମାଡ କରି ଦୁର୍ବୃତ୍ତ ଫେରାର । କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ରହିଛି । ବୋମାମାଡ଼ର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ସଦର ଥାନା ଆଇଆଇସି, ଜୋନ ୪ ଏସିପିଙ୍କ ତଦନ୍ତ କରୁଛନ୍ତି । କଟକ ସଦର ଥାନା ସୁଭଦ୍ରାପୁର ଅଞ୍ଚଳର ଅଜୟ ନାୟକଙ୍କ ଘରେ ବିଳମ୍ବିତ ରାତିରେ ହୋଇଛି ବମିଂ। ସୂଚନା ମୁତାବକ ଅଜୟ ଓ ତାଙ୍କ ପରିବାର ଲୋକ ଘର ଭିତରେ ଥିଲା ବେଳେ ହଠାତ୍ କେହି ଦୁର୍ବୃତ୍ତ ଆସି ତାଙ୍କ ଘର ଭିତରକୁ ବମ୍ ଫିଙ୍ଗି ଥିଲା । ଯାହାଫଳରେ ଜୋରରେ ଶବ୍ଦ ହେବା ସହ ଚାରି ଆଡେ଼ ଧୂଆଁ ମୟ ହୋଇଯାଇଥିଲା।
ମୋ ଟିଭି ଓଡିଶା, କଟକ
More Stories
ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ।
ପୂର୍ବତନ ସେନା କର୍ମଚାରୀଙ୍କ ଜଘନ୍ୟ କାଣ୍ଡ ।
ଆମପାଣି ସରକାରୀ ଏସ୍ଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୭୫ ତମ ବାର୍ଷିକ ଉତ୍ସବ ପାଳିତ।