January 26, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବୁଡ଼ାଗୁଡା ଫାଣ୍ଡି ହେବ ଥାନା ।

ନୂଆ ସରକାର ନୂଆ ନିୟମ ଅଟକି ରହିଥିବା ବୁଡ଼ାଗୁଡା ଫାଣ୍ଡି ହେବ ଥାନା । ସୂଚନା ଦେଲେ ଅଧିକାରୀ ।
ମହୁଲି ମଦ ବିଦେଶୀ ମଦ ମୁକ୍ତ ହେବ ବୁଡ଼ାଗୁଡା ଗ୍ରାମ ପଞ୍ଚାୟତ, ଅଣ୍ଟାଭିଡ଼ିଲେ ସରପଞ୍ଚ ,ପୋଲିସ ବିଭାଗୀୟ ଅଧିକାରୀ


ମୋ ଟିଭି ଓଡ଼ିଶା,ଦାରିଙ୍ଗବାଡି:(ସୁଶାନ୍ତ କୁମାର ସାହୁ)

କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଞ୍ଚଳ ବୁଡ଼ାଗୁଡା ପଞ୍ଚାୟତ ରେ ଦିନକୁ ଦିନ ବେ ଆଇନ ଦେଶୀ ମହୁଲି ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି, ବିଶେଷ କରି ନାବାଳକ ମାନେ ନିଶା ଶକ୍ତ ଅବସ୍ଥାରେ ବିଭନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିବା ବେଳେ ପୁରୁଷ ମାନେ ମଦ୍ୟପ ପାନ କରି ପରିବାର ମାନଙ୍କ ରେ କଳହ ସୃଷ୍ଠି କରୁଛନ୍ତି, ଅନେକ ସମୟରେ ଅକାଳ ମୃତ୍ୟୁ ର ଶିକାର ହେଉଥିବା ଅଭିଯୋଗ ହୋଇଛି।

ଅଭିଯୋଗ ପରେ ଆଜି ବାଲିଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ବୁଡ଼ାଗୁଡା ପଞ୍ଚାୟତ ରେ ପହଞ୍ଚି ପଞ୍ଚାୟତ ସରପଞ୍ଚ ତାତୁରା ପ୍ରଧାନଙ୍କୁ ସାକ୍ଷାତ କରିବା ସହିତ ଅଞ୍ଚଳ ବାସୀଙ୍କ ସହିତ ଆଲୋଚନା କରିଥିଲେ ଆଞ୍ଚଳିକ ଗ୍ରାମ କମିଟି ପକ୍ଷରୁ ଏକ ଅଭିଯାନ ଆରମ୍ଭ ହେବ , କାଲି ଠାରୁ ବୁଡ଼ାଗୁଡା ପଞ୍ଚାୟତ ରେ ଦାଇତ୍ୱ ନେବେ ସରପଞ୍ଚ ତାତୁରା ପ୍ରଧାନ l ମଦ କାରବାର ବନ୍ଦ କରିବା ପାଇଁ ଏକ ଲିଖିତ ଦାବିପତ୍ର ଦେବେ ସରପଞ୍ଚ l ଅଞ୍ଚଳରେ ମହିଳା ମାନେ ମଦ ବିକ୍ରି କରୁଥିବା ବ୍ୟକ୍ତି ମାନଙ୍କୁ ଚିହ୍ନଟ କରି ସେମାନଙ୍କ ତାଲିକା ପ୍ରଦାନ କରିବେ ପ୍ରଭାତ କୁମାର ଦିଗାଲ ଏଜି , ହେମନ୍ତ ପ୍ରଧାନ ଏଜି କଡାକଡି ଭାବରେ କାଲିଠାରୁ ମଦ ବେପାରୀ ମାନେ ଖୋଲାଖୋଲି ମଦ ବିକ୍ରୀ ଯେଉଁ ବ୍ୟକ୍ତି କରୁଛନ୍ତି ଏଵଂ ସାହସ ର ସହ କହୁଛନ୍ତି କି ପୋଲିସ୍ କୁ ଆମେ ମାସୁଆରୀ ଦେଉଛୁ ତୁମେ ଯେତେ ଅଭିଯୋଗ କଲେ ବି ଆମ ର ଡରିବାର ନାହିଁ ବୋଲି ଓଲଟା ମା ମାନଙ୍କୁ ଧମକ ଦେଉଛନ୍ତି।

ଯଦିଓ ବେଆଇନ ମଦ କାରବାର ବନ୍ଦ କରିବା ରେ ପ୍ରଶାସନ ସହଯୋଗ ନ କଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।ବୁଡ଼ାଗୁଡା ଗ୍ରାମ୍ୟ କମିଟି ଅଞ୍ଚଳ ବାସୀ ସମତେ ମହିଳା ସଙ୍ଗଠନ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।