MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

କୋକସରା ବ୍ଲକ ଅଫ ଜର୍ଣ୍ଣାଲିଷ୍ଟ ପକ୍ଷରୁ ୭୮ ତମ ସ୍ୱାଧୀନତା ଦିବସ ପାଳନ।


ମୋ ଟିଭି ଓଡିଶା / କଳାହାଣ୍ଡି : ୧୫/୦୮


ଆଜି ୭୮ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଦେଶ ରେ ଆନନ୍ଦ ଉଲ୍ଲାସର ସହିତ ଦେଶବ୍ୟାପୀ ସ୍ୱାଧୀନତା ଦିବସ ପାଳନ ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ପକ୍ଷରୁ କୋକସରା ଧାନ ମଣ୍ଡି ପରିସରରେ ସାମ୍ବାଦିକ ସଙ୍ଘ ସଭାପତି ବରିଷ୍ଠ ସାମ୍ବାଦିକ ଶରତ ଚନ୍ଦ୍ର ରାଉତ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶର ଅଖଣ୍ଡତା,ଏକତା ଉପରେ ଆଲୋକପାତ କରିବା ସହ ବ୍ଲକ ସାମ୍ବାଦିକ ସଙ୍ଘ ମଧ୍ୟ ବ୍ଲକ ରେ ରହିଥିବା ଲୋକଙ୍କ ବିଭିନ୍ନ ମୌଳିକ ସମସ୍ୟା କୁ ଉଜାଗର କରିବା ସହ ପ୍ରଶାସନ ସ୍ତରରେ ସମସ୍ୟା ର ସମାଧାନ କରିବା ସହ ବ୍ଲକ ର ଉନ୍ନତି ଦିଗରେ ଖବର ପରିବେଷଣ କରିବାକୁ ମତ ପ୍ରକାଶ କରିଥିଲେ।

ଏହି ଅବସରରେ ସଙ୍ଘ ର ଉପ ସଭାପତି ସନତ କୁମାର ପ୍ରଧାନୀ, କାର୍ଯ୍ୟକାରୀ ସଭାପତି ଦୁଷ୍ମନ୍ତ ପାଟ୍ଟଯୋଶୀ, ତ୍ରିଲୋକ୍ୟ ବେଶ୍ରା, ଦିଗାମ୍ବର ନାଗ, ରାଧାକାନ୍ତ ହଂସ, କାମେଶ ନାଗ, ରଞ୍ଜନ କୁମାର ସାହୁ, ସନ୍ତୋଷ କୁମାର ନାଏକ, ତ୍ରିନାଥ ବେଶ୍ରା, ପ୍ରମୁଖ ଉପସ୍ଥିତ ଥିଲେ। ସଙ୍ଘ ର ସାଧାରଣ ସମ୍ପାଦକ ସୁଧାରାମ ସରାଫ,କୋଷାଧ୍ୟକ୍ଷ ବିନୋଦ ପଟେଲ, ସହ ସମ୍ପାଦକ ସୁରେଶ ସାହୁ, ସାଙ୍ଗଠାନିକ ସମ୍ପାଦକ ଭଦ୍ରାଞ୍ଚଳ ନାଏକ, ତାପସ ରାୟ, କିଶନ ପଟ୍ଟନାୟକ କାର୍ଯ୍ୟକ୍ରମ ରେ ଅନୁପସ୍ଥିତ ରହି ଥିବାରୁ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ସଙ୍ଘ ର କାର୍ଯ୍ୟକ୍ରମ ରେ ଜଡିତ ରହି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।
ରିପୋର୍ଟ-ସନତ କୁମାର ପ୍ରଧାନୀ

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।