February 3, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ପୁଲିସ ପକ୍ଷରୁ ଚଢ଼ାଉ, ତିନି ଡକାୟତ ଗିରଫ l


ମୋଟିଭି ଓଡିଶା : ସୋର : ଗତକାଲି ରାତିରେ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ନିକଟରୁ ଡକାୟତି କରିଥିବା ତିନିଜଣ ଡକାୟତଙ୍କୁ ଗିରଫ କରିଛି ସୋର ପୁଲିସ। ଗତକାଲି ରାତିରେ ସିମୁଳିଆ ଥାନା ଝାମୁଝାଡ଼ି ଅଂଚଳର ଗଜେନ୍ଦ୍ର ବିଶ୍ୱାଳ ସୋର ଅଭିମୁଖେ ଆସୁଥିବା ବେଳେ ସାଜନପୁର ତାରିଣୀ ଛକ ନିକଟରେ ଚାରିଜଣ ଯୁବକ ଟାନିଉ ମାଡ଼ ମାରି ତାଙ୍କ ନିକଟରୁ ଏକ କ୍ୟାମେରା ଓ ବାଇକଟିକୁ ଲୁଟ କରିଥିଲେ।

ସେହିପରି ସୋର ଥାନା ରାଧାବହଲବପୁର ଗ୍ରାମର ଦୟାନିଧି ପ୍ରଧାନ ଜାମୁଝାଡ଼ିରୁ ସୋର ଅଭିମୁଖେ ଫେରୁଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥ ମୟୁର ହୋଟେଲ ନିକଟରେ ଉକ୍ତ ଚାରିଜଣ ଯୁବକ ତାଙ୍କୁ ଅଟକାଇ ମାଡ଼ ମାରିବା ସହିତ ତାଙ୍କ ନିକଟରୁ ୧୮ ହଜାର ଟଙ୍କା ଓ ଏକ ମୋବାଇଲ ଫୋନ ଲୁଟ କରିଥିଲେ। ଏ ବାବଦରେ ଦୟାନିଧି ସୋର ଥନାରେ ଅଭିଯୋଗ କରିବା ପରେ ପୁଲିସ 445/24 ରେ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଚାରିଜଣଙ୍କ ମଧ୍ୟରୁ ତିନିଜଣ ଯୁବକଙ୍କୁ କୋଟ ଚାଲାଣ କରିଛି ସୋର ପୋଲିସ, ଆଗରୁ ଏହି ଯୁବକ ମାନେ ବିଭିନ୍ନ ଡକାୟତ କେଶ ରେ ଗିରଫ ହୋଇଥିଲେ l

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।