MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ପୂର୍ବ ସରକାରକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିଶାନା ।

କୃଷି ଓଡ଼ିଶା କାର୍ଯ୍ୟକ୍ରମରେ ପୂର୍ବ ସରକାରଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ । ‘ପୂର୍ବ ସରକାର କାମ କମ କରି ଅଧିକ ପ୍ରଚାର କରୁଥିଲେ । ଚାଷ ଓ ଚାଷୀଙ୍କୁ ଠକିଛନ୍ତି ପୂର୍ବ ସରକାର । ବର୍ତ୍ତମାନ ସରକାର ଚାଷୀଙ୍କ ସହ ଅଛନ୍ତି । ଦୁଇ ଦଶନ୍ଧି ଧରି କେବଳ ଧାନରେ ସ୍ୱାବଲମ୍ୱୀ ଓଡିଶା । ଅନ୍ୟ କୌଣସି କ୍ଷେତ୍ରରେ ଆମେ ସ୍ୱାବଲମ୍ୱୀ ନୁହେଁ । ଆଳୁ ପାଇଁ ପଶ୍ଚିମବଙ୍ଗ ନାଲି ଆଖି ଦେଖାଉଛି । ଆଉ ମମତା ଦିଦିଙ୍କର ଆମ ପ୍ରତି ଆଉ ମମତା ନାହିଁ । ପିଆଜ ପାଇଁ ମହାରାଷ୍ଟ୍ର, ଟମାଟୋ ପାଇଁ କର୍ଣ୍ଣାଟକ ଭରସା । ମାଛ ଅଣ୍ଡା ପାଇଁ ଆନ୍ଧ୍ରପ୍ରଦେଶ ଭରସା । ସେମାନେ ନଦେଲେ ଆମେ କିଛି ଖାଇପାରିବୁନି । ମଧ୍ୟାହ୍ନ ଭୋଜନରେ ପିଲାଏ ଅଣ୍ଡା ଖାଇପାରିବେନି । ଆଳୁ ଓ ପଣସ ମିଶନ କହି ଲୋକଙ୍କୁ ଠକିଲେ । ଅପରେସନ ସକ୍ସେସ ଫୁଲ ବଟ୍ ପେସେଣ୍ଟ ଡେଡ୍ । ଆପଣ ଚାଷୀଙ୍କ ଆଶା ଆକାଂକ୍ଷା ପୂରଣ କଲେ ନାହିଁ, ତେଣୁ ସେମାନେ ଆପଣଙ୍କୁ ବିରୋଧୀ ଦଳରେ ବସାଇଦେଲେ ।’

ମୋ ଟିଭି ଓଡିଶା, ଭୁବନେଶ୍ୱର

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।