January 28, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ!

ମୋ ଟିଭି ଓଡିଶା ବ୍ୟୁରୋ : ଲୋକ ସଭା ଫଳାଫଳ ପରେ ଉତ୍ତରପ୍ରଦେଶ ଭାଜପାରେ ରାଜନୈତିକ ଅସ୍ଥିରତା ଜାରି ରହିଛି। ଅନ୍ୟପଟେ ଯୋଗୀ ସରକାର ଇସ୍ତଫା ଦେବା ନେଇ ନାନା ଚର୍ଚ୍ଚା ଲାଗି ରହିଛି। କୁହାଯାଉଛି ଯେ, ଆଜି ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଇସ୍ତଫା ପତ୍ର ଦେଇପାରନ୍ତି।

ସିଏମ ଯୋଗୀ ଆଜି ମନ୍ତ୍ରୀମାନଙ୍କର ଏକ ବୈଠକ ଡାକିଛନ୍ତି। ଯୁପିର ଉପ-ନିର୍ବାଚନରେ ୧୦ଟି ନିର୍ବାଚନମଣ୍ଡଳୀରେ ନିର୍ବାଚନ ହେବ। ଏସବୁ ମଧ୍ୟରେ ଡେପୁଟି ସିଏମ ମୌର୍ଯ୍ୟ ବୈଠକ ପୂର୍ବରୁ ଟ୍ବିଟ କରିଛନ୍ତି।

ଲୋକ ସଭା ନିର୍ବାଚନରେ ଭାଜପାର ଖରାପ ପ୍ରଦର୍ଶନକୁ ନେଇ ଯୋଗୀଙ୍କୁ ଦାୟୀ କରାଯାଉଛି। ୨୦୧୯ ନିର୍ବାଚନରେ ଭାଜପା ୬୨ଟି ଆସନ ଜିତିଥିବାବେଳେ ୨୦୨୪ରେ ମାତ୍ର ୩୩ଟି ଆସନ ପାଇଛି। ଅନ୍ୟପଯେ ସମାଜବାଦୀ ପାର୍ଟି ୩୭ଟି ସିଟ ଦଖଲ କରିଛି। ଫଳାଫଳ ପରେ CM ଯୋଗୀଙ୍କୁ ଟାର୍ଗେଟ କରାଯାଉଛି। ଖରାପ ପ୍ରଦର୍ଶନ ପାଇଁ ଉତ୍ତରପ୍ରଦେଶ ଭାଜପାର ଏକ ଗୋଷ୍ଠୀ ତାଙ୍କୁ ଦାୟୀ କରୁଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।