ଦାରିଙ୍ଗବାଡି,ମୋ ଟିଭି ଓଡ଼ିଶା:(ସୁଶାନ୍ତ କୁମାର ସାହୁ) କନ୍ଧମାଳଜିଲ୍ଲା ବାଲିଗୁଡ଼ା ନଗର ନୂଆସାହି ସ୍ଥିତ ବିଭିନ୍ନ ୱାର୍ଡରେ ବିଜେପି ର ସଦସ୍ୟ ଅଭିଯାନ କର୍ମଶାଳା ଓ ସୁଭଦ୍ରା ଯୋଜନା ସମ୍ବନ୍ଧରେ ଆଲୋଚନା ହୋଇଥିଲା l
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମହିଳା ସଭାନେତ୍ରୀ ପୁର୍ବତନ କାଉନ୍ ସିଲର ସୁଷମା ସହୁ ଝରଣା ଦଣ୍ଡସେନା ଙ୍କ ନେତୃତ୍ବ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ନରସିଂହ ଇନ୍ଦ୍ରମଣି ପାତ୍ର ନୀଳ ମାଧବ ବେହେରା ପ୍ରମୋଦ କୁମାର ଦଣ୍ଡସେନା ସାଂସଦ ପ୍ରତିନିଧି ରଞ୍ଜିତ ସାହୁ ନଗର ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ ସହଯୋଗ ରେ ବିଭିନ୍ନ ୱାର୍ଡ ରେ ସମସ୍ତ ସଦସ୍ୟ ସଦସ୍ୟା ମାତୃ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ମାନଂକୁ ନେଇ ସଦସ୍ୟତା ଅଭିଯାନ ଓ ସୁଭଦ୍ରା ଯୋଜନା ସମ୍ବନ୍ଧରେ ଆଲୋଚନା ହୋଇଥିଲା l
ଏହି ବୈଠକରେ ସକ୍ରିୟ ଅଂଶ ଗ୍ରହଣ ବୈଠକ କୁ ସାଫଲ୍ୟ ମଣ୍ଡିତ କରୁଥିବା ରୁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ଜଗନ୍ନାଥ ବିଷୋୟୀ l
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।