ମୋଟିଭି ଓଡ଼ିଶା, ଫୁଲବାଣୀ:୩୧/୭(ସୁଶାନ୍ତ କୁମାର ସାହୁ)
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆର କାଳିଆସାହି ନିକଟରେ ଏକ ଦୁର୍ଭାଗ୍ୟଜନକ ବସ ଦୁର୍ଘଟଣାରେ ଆହତ ହୋଇଥିବା ବହୁ ବସ୍ ଯାତ୍ରୀଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ସୁନିଶ୍ଚିତ କରିବାରେ ଅତୁଳନୀୟ ଉଦ୍ୟମ ପାଇଁ ଶ୍ରୀ ଅନନ୍ତ କଂହର, ନଳିନୀକାନ୍ତ ସାହୁ, ରାଜେଶ କୁମାର ନାୟକ, ରଞ୍ଜିତ କୁମାର ମହାରଣା, ଅଜିତ କୁମାର ସାହୁ, ସଞ୍ଜୟ କୁମାର ଦିଗାଲ, ସନ୍ତୋଷ କୁମାର ବାରିକ, ଅନୁପବିକ୍ରମ ପାତ୍ର, ମହେଶ ସୁବୁଦ୍ଧି, ଭି ଜଗନ୍ନାଥ ରାଜୁ, ଭି ଲୋକନାଥ ରାଜୁ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଯେଉଁଠାରେ ୨୮/୦୫/୨୦୨୪ ତାରିଖରେରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା । ଏହି ପରି ଜଣେ ଜଣେ ଭଲ ଶମିରୋଣୀୟଙ୍କୁ ପ୍ରଶଂସା କରି କନ୍ଧମାଳ ପୋଲିସ ଗର୍ବ ଅନୁଭବ କରେ ଏବଂ ଏପରି କରୁଣା ଏବଂ ନିସ୍ୱାର୍ଥପର କାର୍ଯ୍ୟକୁ ଚିହ୍ନିବା ଏବଂ ପ୍ରଶଂସା କରିବାକୁ ସଦାବେଳେ ଓଡିଶା ପୋଲିସ ସଂଗଠନ ପକ୍ଷରୁ ଉଦ୍ୟମ ଜାରୀରହିଛି ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।