କୋଲକାତା ରେ ମହର୍ଷି ସାନ୍ଦିପନୀ ରାଷ୍ଟ୍ରୀୟ ବେଦବିଦ୍ୟା ପ୍ରତିଷ୍ଠାନ, ଉଜ୍ଜୟିନୀ ତଥା ଶ୍ରୀ ଶ୍ରୀ ଓଁକାରନାଥଦେବ ବୈଦିକ ବିଦ୍ୟାପୀଠ, କୋଲକାତା ସଂଯୁକ୍ତ ତତ୍ବାବଧାନରେ ତ୍ରିଦିବସୀୟ କ୍ଷେତ୍ରୀୟ ବୈଦିକ ସମ୍ମେଳନୀ ଅନୁଷ୍ଠିତ ହୋଇଯାଇଛି।
ଏହି ସମ୍ମିଳନୀରେ ମହର୍ଷି ସାନ୍ଦିପନୀ ରାଷ୍ଟ୍ରୀୟ ବେଦବିଦ୍ୟା ପ୍ରତିଷ୍ଠାନର ସଚିବ ପ୍ରୋଫେସର ବିରୁପାକ୍ଷ ଜଡ୍ଡୀପାଲଙ୍କ ଏବଂ ସମ୍ମାନୀତ ଅତିଥି ମାନଙ୍କ ଦ୍ଵାରା ନଗର ପରିକ୍ରମା ଓ ବେଦର ପ୍ରଚାର ପ୍ରସାର ସମଗ୍ର ଭାରତରେ ଗ୍ରାମରେ, ନଗରରେ ବେଦ ବିଦ୍ୟାଳୟ ଖୋଲିବାକୁ ପରାମର୍ଶ ଦେଇଥିଲେ। ଇଣ୍ଡିଆନ ନଲେଜ୍ ସିଷ୍ଟମ୍ ରେ ପ୍ରମୁଖ ଭୂମିକା ନେଇଛି ବେଦ।
ବେଦର ରକ୍ଷା ରାଷ୍ଟ୍ର ରକ୍ଷା ଓ ଦେଶର ପ୍ରଗତି ବୋଲି ଉଦ୍ବୋଧନ ଦେଇଥିଲେ। ଏହି ଅବସରରେ ଦେଶର ବୈଦିକ ବିଦ୍ୱାନ ମାନଙ୍କୁ ଓ ଡ଼ କୃପାସିନ୍ଧୁ ପଣ୍ଡାଙ୍କୁ ମାନପତ୍ର ଓ ଉପଢ଼ୌକନ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା।
ମୋ ଟିଭି ଓଡିଶା
More Stories
ପୂର୍ବତଟ ରେଳପଥର ନୂତନ ରାୟଗଡା ରେଳମଣ୍ଡଳ ପାଇଁ ମଣ୍ଡଳ ରେଳବାଇ ପ୍ରବନ୍ଧକ (ଡିଆରଏମ) ନିଯୁକ୍ତ:
ଯାତାୟାତ ସଂଯୋଗ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏକାଧିକ ରେଳ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ :
ବରଗଡ ରୋଡ୍ ଏବଂ ନୂଆପଡା ରୋଡ୍ ନୂତନ ରେଳ ଲାଇନ – ଏକ ସ୍ୱତନ୍ତ୍ର ରେଳ ପ୍ରକଳ୍ପ: