February 3, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସୋର ରେ ଶକ୍ତି ପ୍ରଦର୍ଶନ ସହ ପ୍ରାର୍ଥୀପତ୍ର ଦାଖଲ କଲା କଂଗ୍ରେସ l

ସୋର ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ବିଧାୟକ ପ୍ରାର୍ଥୀ ସୁବ୍ରତ ଧଡା ନିଜର ସମର୍ଥକଙ୍କ ସହ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ସୋର ନଟାପଡା ନିଜ ଗ୍ରାମ ଦେବତୀ ମା ମରଚେଇ ମନ୍ଦିରରେ ପୂଜା ଅର୍ଚନା ପରେ ,ମା‌ ଙ୍କ ଠାରୁ ଆଶିର୍ବାଦ ଗ୍ରହଣ କରି ନିଜ ଗ୍ରାମ ନଟା ପଡ଼ା ଠାରୁ ଏକ ବିଶାଳ ରାଲିରେ ହଜାର ହଜାର ସଂଖ୍ୟକ ସମର୍ଥକଙ୍କ ସହିତ ଏକ ଶୋଭାଯାତ୍ରାରେ ବାହାରି ସୁବ୍ରତ ଧଡା ନିଜ ଶକ୍ତି ପ୍ରଦର୍ଶନ କରିଛନ୍ତି l

ବାଲେଶ୍ଵର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ, ସୋର ବାସୀଙ୍କୁ ଦେଇଛନ୍ତି ବିକାଶର ଗ୍ୟାରେଣ୍ଟି l ସୋର ରେ ଦୁଇ ଥର ବିଜେଡି ବିଧାୟକ ଥାଇ ମଧ୍ୟ ସୋର ବାସୀଙ୍କ ବିକାଶ ହୋଇ ନଥିବା ରୁ ସୋର ବାସି କଂଗ୍ରେସକୁ ଜିତାଇବା ପାଇଁ ଇଛା କରିଛନ୍ତି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ପ୍ରାଥୀ ସୁବ୍ରତ କୁମାର ଧଡ଼ା l ଏଥି ସହ ହାତ ଚିହ୍ନରେ ଭୋଟ ଦେଇ ଅଂଚଳର ବିକାଶ ସହିତ ଗଣତନ୍ତ୍ରର ମହାନ ପର୍ବରେ ସମସ୍ତେ ସାମିଲ ହେବାକୁ ସୁବ୍ରତ ଧଡା ଅନୁରୋଧ କରିଛନ୍ତି l

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।