ଭାରତରତ୍ନ ନାମାଙ୍କନ ତାଲିକାରେ ନାଁ ଗାୟବକୁ ନେଇ ଦେଖାଦେଇଛି ବିବାଦ । ଖେଳରତ୍ନ ଆୱାର୍ଡ ନାମାଙ୍କନ ତାଲିକାରେ ନାହିଁ ସୁଟର ମନୁ ଭାକରଙ୍କ ନାଁ। ଏନେଇ ମୁହଁ ଖୋଲିଛନ୍ତି ମନୁ ଭାକର। ସେ କହିଛନ୍ତି, ନାମାଙ୍କନ ପଞ୍ଜୀକରଣରେ ତାଙ୍କ ଦ୍ବାରା ଭୁଲ ହୋଇଥାଇପାରେ । ଯାହା ପାଇଁ ତାଙ୍କ ନାଁ ତାଲିକାରେ ନାହିଁ । କିନ୍ତୁ ଆୱାର୍ଡ ପାଇବା ଲକ୍ଷ୍ୟରେ ସେ ଖେଳନ୍ତି ନାହିଁ ଦେଶର ସମ୍ମାନ,ଗୌରବ ପାଇଁ ଖେଳନ୍ତି ବୋଲି କହିଛନ୍ତି ମନୁ । ତେବେ ମନୁଙ୍କ ନାଁ ତାଲିକାରେ ପ୍ରକାଶ ନହେବା ପରେ ତାଙ୍କ ପ୍ରଶଂସକ ଓ ପରିବାର ଦୁଖ ପ୍ରକାଶ କରିଥିଲେ ।
ମୋ ଟିଭି ଓଡିଶା
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।