ରେଲୱେ ଜାଗା ଉଚ୍ଛେଦ ପାଇଁ ଆଜି ଓ ଆସନ୍ତାକାଲି ଉଚ୍ଛେଦ ଚାଲିବ । ସେଥିପାଇଁ ଭୋର ଟାରୁ ରାତି ୧୦ ଯାଏଁ କର୍ଫ୍ୟୁ ଜାରି ହୋଇଛି । ଏଠାରେ ବସବାସ କରୁଥିବା ଲୋକେ ନିଜ ସାମଗ୍ରୀ ନେଇ ସ୍ଥାନାନ୍ତର କରୁଥିବା ବେଳେ ଥଣ୍ଡାରେ କୁଆଡେ ଯିବେ ବୋଲି ଅସନ୍ତୋଷ ବଢ଼ୁଛି । ଅରଡ଼ ବଜାରରୁ ପରିବା ବଜାର, ହରିପୁରରୁ ଦର୍ଜି ପୋଖରୀ, କସ୍ମିଳା ପୋଲ ଠାରୁ ଫୁଲାଡ଼ି ଛକ, ନୂଆ ବଜାର ରେଲୱେ ଗେଟ, ଗଳା ପୋଲ, ନୂଆ ବଜାର ପରିବା ମାର୍କେଟର ଉଭୟ ପାର୍ଶ୍ୱ ରାସ୍ତା ସକାଳ ୪ଟାରୁ ରାତି ୧୦ଟା ପର୍ୟ୍ୟନ୍ତ କର୍ଫ୍ୟୁ ଜାରି କରିଛି ଜିଲ୍ଲା ପ୍ରଶାସନ ।
ମୋ ଟିଭି ଓଡିଶା, ବାଲେଶ୍ୱର
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।