February 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଫାଇନାଲରେ ମ୍ୟାଚରେ ଦାରିଙ୍ଗବାଡି ଚମ୍ପିୟାନ


ଦାରିଙ୍ଗବାଡି,ମୋ ଟିଭି ଓଡ଼ିଶା:(ସୁଶାନ୍ତ କୁମାର ସାହୁ)


କନ୍ଧମାଳ ଜିଲ୍ଲାରେ (TPSODL) ତରଫରୁ ଏକ କ୍ରିକେଟ ମ୍ୟାଚ ସମସ୍ତ ସେକ୍ସନ କୁ ନେଇ ଆୟୋଜନ କରାଯାଇଥିଲା ଫୁଲବାଣୀ, ଖଜୁରିପଡା, ଫିରିଙ୍ଗିଆ, ରାଇକିଆ, ଦାରିଙ୍ଗବାଡି, ଆଉ ଆୟଜକ ଟିମି ଭାବେ ଟିକାବାଲି ଭଳି ଛଅ ଗୋଟି ସେକ୍ସନ ସାମିଲ ହୋଇଥିଲେ ।


ପ୍ରଥମ ଦିନ ୧୫/୧୨/୨୦୨୪ ଲିଗ ମ୍ୟାଚ ଗୁଡିକ ହୋଇଥିଲା ଏଥିରେ ଚାରି ଦଳୀୟ ଟିମ ସେମି ଫିନଲ ଉର୍ଣ୍ଣିତ ହୋଇଥିଲେ ।ତାପରେ ରବିବାର ଦିନ ପ୍ରଥମେ ଫୁଲବାଣୀ ସହିତ ଫିରିଙ୍ଗିଆ ପ୍ରଥମ ସେମି ଫାଇନାଲ୍ ଖେଳ ହୋଇଥିଲା ଏଥିରେ ଜିଲ୍ଲାର ଟିପି ଏସଓ ଡ଼ିଲ ଡିଭିଜନ କାର୍ଯ୍ୟରତ ପରେଶ ପଟ୍ଟନାୟକ ଭଲ ବ୍ୟଟିଙ୍ଗ କରି ନିଜର ଦଳବଳକୁ ଜିତାଇବା ପାଇଁ ଜୋର ଧରିଥିଲେ ତାପରେ ଦାରିଙ୍ଗବାଡି ସହିତ ରାଇକିଆ ଦୂତୀୟ ସେମି ଫିନଲ ହୋଇଥିଲା ଏହି ଖେଳଟି ବହୁତ ରୋମାଣ୍ଟିକ ହୋଇଥିଲା ଏବଂ ଦାରିଙ୍ଗବାଡି ବିଜୟ ଲାଭ କରିଥିଲେ , କିରଣ ପ୍ରଧାନ ଆଲ-ରାଉଣ୍ଡ ପ୍ରଦଶନ କରି ଦାରିଙ୍ଗବାଡି ବିଦ୍ୟୁତ ବିଭାଗ ପାଇଁ ଏକ ଗୌରବ ଆଣିଥିଲେ ଏହା ପରେ ଦାରିଙ୍ଗବାଡି ସହ ଫୁଲବାଣୀ ଫାଇନାଲ ସମୟରେ ଦାରିଙ୍ଗବାଡି ବିଦ୍ୟୁତ ବିଭାଗ ପକ୍ଷରୁ ପ୍ରଥମେ ଟଚ ଜିତିବା ପରେ ପ୍ରଥମେ ବ୍ୟଟିଙ୍ଗି କରି ନିର୍ଧାରିତ ୧୫ ଓଭର ରେ ୧୩୨ ରନ କରି ୭ ଗୋଟି ଉଇକେଟ ହରାଇ ଫୁଲବାଣୀ ଦଳ କୁ ୧୧୬ ରନରେ ମାତ୍ର ୧୪ ଓଭର ରେ ସମସ୍ତ ପ୍ରତିଯୋଗୀଙ୍କୁ ହରାଇ ଦାରିଙ୍ଗବାଡି ସେକ୍ସନ ଚମ୍ପିୟାନ ହୋଇଥିଲା । ଉଭୟ ଦଳ କୁ ପୁରସ୍କାର ରାଶି ସହ ଟ୍ରଫି ପ୍ରଦାନ କାରାଯାଇଥିଲା।ଏହି କ୍ରିକେଟ ଖେଳ ଦେଖିବା ପାଇଁ ଟିକାବାଲି ବ୍ଲକ ପଡିଆ ରେ ଅନୁଷ୍ଠିତ ହୋଇଥିବା ବେଳେ ଦର୍ଶକ ମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।