February 2, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଦନ୍ତାହାତୀର ମୃତ୍ୟୁ।


ଖୋର୍ଦ୍ଧା (ମୋ ଟିଭି ଓଡିଶା ) : ଖୋର୍ଦ୍ଧା ବନଖଣ୍ଡ ଟାଗିଂ ରେଜଂ ଅଂଚଳର ପୁଣି ଏକ ଦନ୍ତାହାତୀ ର ମୃତ୍ୟୁ।ଟାଗିଂ ରେଜ ଡମଣଭୂଇଁ ଭଣ୍ଡାରୀଝର ଗାଁ ନିକଟରେ ଦନ୍ତାହାତୀ ର ମୃତ୍ୟୁ।ହାତୀଟି ଏକ ସାରୁ ଫସଲ ବିଲରେ ମୃତ୍ୟୁ ବରଣ କରି ପଡିରହିଛି।ମୃତହାତୀର ଆନୁମାନିକ ବୟସ ୨0ବର୍ଷ ହେବ।ମୃତ୍ୟୁର କାରଣ ଅସ୍ପଷ୍ଟ।ଘଟଣା ସ୍ଥଳରେ ବନବିଭାଗ ର ଖୋର୍ଦ୍ଧା ଡିଏଫ୍ଓ ଆରସିସିଏଫ୍,ଏସିଏଫ,ଟାଗିଂ ରେଜଂର କର୍ମଚାରୀ ମାନେ ପହଞ୍ଚି ତନାଗନା ଚଲାଇଛନ୍ତି।ହାତୀର ଶୁଣ୍ଢରୁ ରକ୍ତ ଛିଟା ବାହାରୁଛି।ହାତୀର ମୃତଦେହ ବ୍ୟବଛେଦ ପରେ ମୃତ୍ୟୁ ର କାରଣ ଜଣାପଡିବ ବୋଲି ଖୋର୍ଦ୍ଧା ଡିଏଫ୍ଓ କହିଛନ୍ତି।ମୃତ ହାତୀକୁ ଦେଖିବା ପାଇଁ ଶହଶହ ଲୋକ ରୁଣ୍ଡ ହୋଇଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।