February 28, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଧର୍ମଗଡ ବିଜେପି ପ୍ରାର୍ଥୀ ଙ୍କ କୋକସରା ବ୍ଲକ ଗସ୍ତ, ଲୋକଙ୍କୁ ଭେଟି ଜନ ସମର୍ଥନ ମାଗିଲେ

କଳାହାଣ୍ଡି:୦୫/୦୪ – କଳାହାଣ୍ଡି ଜିଲ୍ଲା ଧର୍ମଗଡ ବିଧାନସଭା ରୁ ତିନି ପ୍ରମୁଖ ଦଳ ର ପ୍ରାର୍ଥୀ ଙ୍କ ନାମ ଘୋଷଣା ସରିଛି। ବିଜେପି ରୁ ସୁଧୀର ପାଟ୍ଟ ଯୋଶୀ, ବିଜେଡି ରୁ ପୁଷ୍ପେନ୍ଦ୍ର ସିଂଦେଓ ଓ କଂଗ୍ରେସ ରୁ ରଶ୍ମିରେଖା ରାଉତ ଙ୍କୁ ଦଳ ପ୍ରାର୍ଥୀ କରିଛି। ଟିକେଟ ମିଳିବା ପରେ ପ୍ରାର୍ଥୀ ମାନେ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କ ଆଶ୍ରିବାଦ ନେବାସହ ନିଜ ସପକ୍ଷରେ ଜନ ମତ ସଂଗ୍ରହ କରୁଥିବା ଦେଖିବାକୁ ମିଳୁଛି।

ବିଜେପି ପ୍ରାର୍ଥୀ ସୁଧୀର ପାଟ୍ଟଯୋଶୀ ନିର୍ବାଚନ କ୍ଷେତ୍ର ର ଅନେକ ଅଞ୍ଚଳ ବୁଲି ଜନ ସମର୍ଥନ ଲୋଡୁଥିବା ବେଳେ ଶୁକ୍ରବାର କୋକସରା ବ୍ଲକ ର ଡଙ୍ଗରଗୁଡା,ଗମ୍ଭାରୀଗୁଡା,ଚିକିଲି, ଚିଲଗୁଡା,କାଦୋପଦର୍,ଫୁପଗାଁ, ଲଡୁଗାଁ,ମଜୁରଶାହୀ ଗାଁ ବୁଲି ଜନସାଧାରଣଙ୍କ ଆଶୀର୍ବାଦ କାମନା କରିଛନ୍ତି। ତାଙ୍କ ସହ ବିଜେପି କର୍ମକର୍ତ୍ତା ଦୁର୍ଗା ପ୍ରସାଦ ପ୍ରଧାନୀ, ତ୍ରିନାଥ ଶବର, ଗରୁଡ଼ ଧ୍ଵଜ ମାଝୀ, ଦୈତାରି ବାରିକ, ରଜନୀକାନ୍ତ ପଣ୍ଡା ମହେନ୍ଦ୍ର ଗୋପାଳ ଓ ଅନ୍ୟ କର୍ମକର୍ତ୍ତା ମାନେ ସାମିଲ ରହି ଦଲୀୟ ପ୍ରାର୍ଥୀ ଙ୍କ ପାଇଁ ଜନ ସମର୍ଥନ ଦେବାକୁ ଜନ ସାଧାରଣ ଙ୍କୁ ନିବେଦନ କରୁଛନ୍ତି

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।