MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଆଗରପଡ଼ାକୁ ଗୌରବାନିତ କଲେ ଡ଼ଃ ରଶ୍ମିରେଖା


ଆଗରପଡ଼ା,ତା୧୫/୯: ବନ୍ତ ବ୍ଳକ ଅଣିଜୋ ପଂଚାୟତ ଅନ୍ତର୍ଗତ ଅଣିଜୋ ଗ୍ରାମର ଉଦୟ ନାଥ ତ୍ରିପାଠୀ ଓ ନୀଳିମାଙ୍କ ସାନଝିଅ ଡ଼ଃ ରଶ୍ମିରେଖା ଆଗରପଡ଼ାକୁ ଗୌରବାନ୍ୱିତ କରିଛନ୍ତି । ସେ ସମ୍ପ୍ରତି ନିଜ ପ୍ରତିଭା ବଳରେ ଡ଼କ୍ଟରେଟ ଉପାଧି ହାସଲ କରିଥିବାରୁ ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ସେ କିଟରୁ ରସାୟନ ବିଜ୍ଞାନରେ ଏହି ଉପାଧି ପାଇଛନ୍ତି । ତାଙ୍କର ଗାଇଡ଼ ଥିଲେ ସୁନିନି ସର୍କାର ଏବଂ ତାଙ୍କ ବାପା ମା ଓ ଗାଇଡଙ୍କ ଯୋଗୁଁ ଏହି ସଫଳତା ପାଇଛନ୍ତି ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।