ସୋର : ୨୪/୧୦/୨୪
ସମ୍ଭାବ୍ୟ ବାତ୍ୟା ଦାନା ର ପ୍ରଭାବ ରେ ସୋର ଅଞ୍ଚଳ ରେ ବର୍ଷା ସାଙ୍ଗକୁ ପବନ ମଧ୍ୟ ଲାଗିରହିଛି। ବାତ୍ୟା ଦାନାକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ତତ୍ପରତା ଦେଖିବାକୁ ମିଳିଛି।
ବାହାନଗା ଓ ସୋର ବ୍ଲକ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳରେ ନିକଟବର୍ତୀ ତଳିଆ ଅଞ୍ଚଳ ର ଅଞ୍ଚଳବାସୀ ମାନଙ୍କୁ ଗତକାଲି ସନ୍ଧ୍ୟା ପୂର୍ବରୁ ଆଶ୍ରୟ ସ୍ଥଳକୁ ଅଣାଯାଇଥିଲା। ଆଜି ମଧ୍ୟ ଅନେକ ଲୋକଙ୍କୁ ଏହି ଆଶ୍ରୟ ସ୍ଥଳକୁ ଆଣାଯାଉଛି।
ଅଦ୍ୟାବଧି ୭୦ ରୁ ଉର୍ଦ୍ଧ ଲୋକଙ୍କୁ ଏହି ଆଶ୍ରୟ ସ୍ଥଳକୁ ଅଣାଯିବା ସହିତ ସେମାନଙ୍କ ପାଇଁ ରନ୍ଧା ଖାଦ୍ୟ ଓ ପାନୀୟ ଜଳର ବ୍ୟବସ୍ଥା ପ୍ରଶାସନ ତରଫରୁ କରାଯାଇଛି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।