MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଟାଙ୍ଗୀ ବ୍ଲକ ର ବିଭିନ୍ନ କାର୍ଯ୍ୟର ପ୍ରଥମ ସମୀକ୍ଷା ବୈଠକ।


ମୋ ଟିଭି ଓଡିଶା / ଖୋର୍ଦ୍ଧା :

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ପରିସରରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ ଙ୍କ ସଭାପତିତ୍ବରେ ଏକ ଗୁରୁତ୍ବପୂର୍ଣ୍ଣ  ସମିକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଟାଙ୍ଗୀ ବ୍ଲକ ର ୨୬ ଟି ପଞ୍ଚାୟତର ଜନ ପ୍ରତିନିଧି ଓ ବ୍ଲକର ସରକାରୀ ଅଧିକାରୀ ଏଵଂ କର୍ମଚାରୀଙ୍କୁ ନେଇ ବିଜେଡି ସରକାରର ଥିବା ବେଳେ କିଛି କାର୍ଯ୍ୟ ରହିଯାଇଛି l ପ୍ରୟ ୬୦ କୋଟି ଟଙ୍କାର କାର୍ଯ୍ୟ ପଡିରହି ଥିବା ଏକ ଆଲୋଚନା ହୋଇଯାଇଛି।

ଅତି ଶୀଘ୍ର କାର୍ଯ୍ୟ କରାଯିବ ବୋଲିି ବିଧାୟକ ପ୍ରଶାନ୍ତ ଜଗଦେବ କହିଛନ୍ତି ଏହି କାର୍ଯ୍ୟକ୍ରମ ରେ ପୁର୍ବତନ ବିଧାୟକ ଜୋତିରିନ୍ଦ୍ର ନାଥ ମିତ୍ର, ଚାଇନା ଦଳେଇ, ଶ୍ରୀମତୀ ବାସନ୍ତୀ ମହାପାତ୍ର ଙ୍କ ସହ ଟାଙ୍ଗୀ ତହସିଲ ଦାର, କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ରହି ଏକ ଆଲୋଚନା ହୋଇଯାଇଛି, ବିଧାୟକ ଖୁବ୍ ଶିଘ୍ର କାର୍ଯ୍ୟ କରିବାପାଇଁ ନିଷ୍ପତି ନେଇ ଥିବା ସୁଚନା ଦେଇଛନ୍ତି। ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଠାରୁ ଆରମ୍ଭ କରି ବ୍ଲକ ସରକାରୀ ଅଧିକାରୀ ଓ କର୍ମଚାରୀ ନିଜର ପରିଚୟ ପ୍ରଦାନ କରିବା ସହ ସ୍ବାଗତ ଜଣାଇଥିଲେ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।