November 1, 2024

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଶ୍ରୀ କ୍ଷେତ୍ର ପୁରୀ ରୁ ଅଯୋଧ୍ୟା ଯାତ୍ରା ମହାଠକେଇ

Advertisement

ପୁରୀ: ସତ୍ୟ ମହାବୀର ସେବାଶ୍ରମ ର ବଜବନ୍ଦୁ ମହନ୍ତ ୨୫୦ ଅଯୋଧ୍ୟା ବୁଲେରେଇବା ସହିତ୍ ୫ଦିନ ଓ ୫ ରାତି ତିର୍ଥ ସ୍ଥାନ କାଶୀ,ବୃନ୍ଦାବନ,ମଥୁରା,ତାଜମହଲ ଓ ପ୍ରୟାଗରାଜ ବୁଲେଇବା ସହିତ ଚା ଜଳଖିଆ ଖାଇବା, ରହିବା, ପୋଷାକ ଜୀବନବୀମା ଓ ସ୍ବାସ୍ଥ୍ୟ ଖର୍ଚ୍ଚ ସହିତ ଜଣେକେ ମୋଟ ଟ ୭୫୦୦ ଟଙ୍କା କରି ୨୫୦ ଙ୍କଠୁ ନେଇ ପୁରୀ ରୁ ୪ଟି ବସ ବୟସ୍କ ପୁରୁଷ ଓ ମହିଳା ଙ୍କ ଠାରୁ ନେଇ ୨୫,0୩,୨୦୨୪ ପୁରୀ ଠାରୁ ବାହାରି ଏବଂ ସେମାନଙ୍କ ରହିବା ଖାଇବା ଠିକି ଭାବରେ ନକରି ଜଙ୍ଗଲ ଭିତରେ ଗାଡିରଖି ଖାଇବାକୁ ଠିକି ସମୟରେ ନଦେବା ଫଲରେ ରାତି-ତମାମ ପୁରୀ ତିର୍ଥଯାତ୍ରୀ-ମାନଙ୍କୁ ନାହିଁ ନଥିବା ଅସୁବିଧାରେ ପଡି, ସେଠାରୁ ଫେରି ଆସିବା ପରେ କାନ୍ଦି କି ସବୁକଥା ଗଣ ମାଧ୍ୟମ ଆଗରେ କହିଥିଲେ|

ଏ ବିଷୟରେ ଗଣମାଧ୍ୟମର ପତିନିଧି ମାନେ ଏହି ସନ୍ଧାନର ବଜବାବୁଙ୍କ ପଚାରିବାରୁ ସେ ସବୁକଥା ମାନିବା ସହିତ୍ ଜୀବନ ବୀମା ସ୍ବାସ୍ଥ୍ୟ ଖର୍ଚ୍ଚ ନକରିବା ଏବଂ ଠିକି ସମୟରେ ଖାଇବାକୁ ନଦେବା ମାନିଥିଲେ , ସବୁଠାରୁ ବଡ କଥା ହେଲା ପୁରୀ ଜଗନ୍ନାଥଙ୍କ ଧାମରୁ ୨୫୦ ବ୍ୟକ୍ତି ଙ୍କୁ ନେବା ପୁରୀ ପ୍ରଶାସନ ଏବଂ ପୋଲିସ୍ ପ୍ରଶାସନିକ ପାଖରେ ଖବର ନାହିଁ ଯଦି କିଛି ବଡଧାରଣର ଅସୁବିଧା ହୋଇଥାନ୍ତା, ଓଡ଼ିଶା ବାସି ଓଡ଼ିଶାର ବିଜେଡି ସରକାରଙ୍କୁ ଦାଇ କରିଥାନ୍ତେ ପୁରୀ ପ୍ରଶାସନିକ ଶାସନ ର ଏହିପରି ବିନା ରେଜିଷ୍ଟରେ ଟୁରିଷ୍ଟି ସଂଗଠନ କରି ସାଧାରଣ ଜନତାଙ୍କ ଜୀବନ ସହିତ ଖେଳୁଛନ୍ତି । ତାହା ଚିନ୍ତା ର ବିଶୟ ଏହାକୁ ଗୁରୁତର ସହ ପ୍ରଶାସନିକ ଅଧିକାରୀ-ମାନେ କିଛି କାର୍ଯ୍ୟ ଅନୁଷ୍ଠାନ ଙ୍କ ପ୍ରତି-ନ-ନିଏ, ତେବେ ଏଥିରେ ଜାଇଥିବା ତ୍ରିର୍ଥଯାତ୍ରୀ ମାନ ୧୦୦ରୃ ଅଧିକ ଦସ୍ତଖତ କରି ରଖିଛନ୍ତି, ଏହାକୁ ପୁରୀ ର ସମସ୍ତ ପ୍ରଶାସନିକ ଅଧିକାରୀ ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କ ପାଖକୁ ପଠାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି 

Advertisement
Advertisement

Latest news