MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସଖା ସଂଘ କ୍ରୀଡା ସଂସଦର ସାଧାରଣ ବୈଠକ

ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ କ୍ରୀଡା ଅନୁଷ୍ଠାନ ସଖା ସଂଘ କ୍ରୀଡା ସଂସଦ ନିରାକାରପୁର ପକ୍ଷରୁ ଆଜି ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ଯାଇଅଛି।

ନିରାକାରପୁର, ୨୦,୧୦,୨୪ :

ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ କ୍ରୀଡା ଅନୁଷ୍ଠାନ ସଖା ସଂଘ କ୍ରୀଡା ସଂସଦ ନିରାକାରପୁର ପକ୍ଷରୁ ଆଜି ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ଯାଇଅଛି।

ସଂଘର ସ୍ଥାୟୀ ସଭାପତି ବିପିନ ଜୟସିଂହ ଙ୍କ ପୌରହିତ୍ଯ ରେ ଅନୁଷ୍ଠିତ ସଭାରେ ଚଳିତ ବର୍ଷ କିପରି ଶରସ ସୁନ୍ଦର ଭାବେ ସର୍ବଭାରତୀୟ ଫୁଟବଲ ପ୍ରତିଯୋଗିତା କରାଯାଇପାରିବ ନିଷ୍ପତ୍ତି ନିଆଯାଇଥିଲା। ପ୍ରାରମ୍ଭରେ ସହ ସଂପାଦକ ଦୀପକ ପ୍ରଧାନ ବିଗତ ବର୍ଷ ର ସଫଳତା ଓ ଚଳିତ ବର୍ଷର ଦାୟିତ୍ୱ ସଂପର୍କ ରେ ଟିପ୍ପଣୀ ମାନ ଦେଇଥିଲେ।

ସଂପାଦକ ଭାଗିରଥି ପ୍ରଧାନ, କୋଷାଧ୍ୟକ୍ଷ ହରି ବନ୍ଧୁ ସିଂହ,ରମାକାନ୍ତ ପୁରୋହିତ, କମଳ ଲୋଚନ ପ୍ରଧାନ, ଦିଗମ୍ବର ବଳିୟାରସିଂହ, ବିଶ୍ବନାଥ ବେହେରା, ମହେଶ୍ୱର ବେହେରା, ଉମେଶ ମିଶ୍ର, ପ୍ରଦୀପ ଷଢଙ୍ଗୀ, ଜାକିର ସାହା, ମୁଜଗିର ସାହା ପ୍ରମୁଖ ବରିଷ୍ଠ ସଭ୍ଯ ଉପସ୍ଥିତ ଥିବାବେଳେ ଟିମ୍ କ୍ୟାପଟେନ ଚିତ୍ତ ରଂଜନ ମହାରଣା ଓ ପୂର୍ବତନ ଟିମ କ୍ୟାପଟେନ ମନୋଜ ପ୍ରଧାନ ଓ ଅନ୍ୟମାେନ ଉପସ୍ଥିତ ଥିଲେ। ସଭାପତି ଧନ୍ଯବାଦ ଦେଇଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।