ମାଲକାନଗିରି ପୋଲିସକୁ ସଫଳତା । ଗିରଫ ହେଲେ ତିନି ମହିଳା ମାଓବାଦୀ । ଗିରଫ ତିନି ମାଓବାଦୀଙ୍କ ନାମରେ ଥିଲା ୮ ଲକ୍ଷ ଟଙ୍କାର ପୁରସ୍କାର । ଖବର ଅନୁଯାୟୀ, ଲାଲ ବାହିନୀକୁ ଲାଗିଛି ଶକ୍ତ ଝଟ୍କା । ମାଲକାନଗିରି ସ୍ୱାଭିମାନ ଅଞ୍ଚଳରୁ ଗିରଫ ହୋଇଛନ୍ତି ତିନି ମାଓବାଦୀ । ଗିରଫ ତିନି ଜଣ ହେଉଛନ୍ତି ସ୍ୱପ୍ନା, ବବିତା ଓ ସୁନିତା ବୋଲି ଜଣାପଡିଛି । ତେବେ ଗିରଫ ତିନି ମାଓବାଦୀଙ୍କ ନାଁରେ ୮ ଲକ୍ଷ ଟଙ୍କାର ପୁରସ୍କାର ।
ମୋ ଟିଭି ଓଡିଶା, ମାଲକାନଗିରି
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।