February 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ନିଆଁ ଲାଗିଥିବା ପାଳ ଗଦାକୁ ଲିଭାଇବାକୁ ଯାଇ ଅର୍ଦ୍ଧ ଦଗ୍ଧ ।

ସୁନ୍ଦରଗଡ଼ ( ଦେବେନ୍ଦ୍ର କୁମାର ଭିତ୍ରିଆ )


ସୁନ୍ଦରଗଡ ତଳସରା ଥାନା ଅନ୍ତର୍ଗତ ବନଡେଗା ଫାଣ୍ଡିର ମୂର୍କିଆ ଗାଁର ଜଣେ 70 ବର୍ଷ ବୟସ୍କ ବ୍ୟକ୍ତି ନିଆଁ ଲାଗିଥିବା ପାଳ ଗଦାକୁ ଲିଭାଇବାକୁ ଯାଇ ଅର୍ଦ୍ଧ ଦଗ୍ଧ ।


ଆଜି ଡ଼ିସେମ୍ବର 24 ତାରିଖ ମଙ୍ଗଳବାର ଅପରାହ୍ନ 4ଟା ପାଖାପାଖି ଘଟିଛି ଏହି ଦୁଃଖଦ ଘଟଣା। ରୂପନ୍ ଭୂଇଆର୍ ନାମକ ଜଣେ 70 ବର୍ଷ ବୟସ୍କ ବ୍ୟକ୍ତି ନିଆଁ ଲାଗିଥିବା ପାଳ ଗଦାକୁ ନିଆଁ ଦାଉରୁ ବଞ୍ଚାଇବାକୁ ଯାଇ ନିଜେ ନିଆଁରେ ପୋଡି ଅର୍ଦ୍ଧ ଦଗ୍ଧ ହେଇଛନ୍ତି।

ତେବେ ତାଙ୍କ ଚିତ୍କାର ଶୁଣି କେତକ ପଥଚାରି ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ନିଆଁ ଦାଉରୁ ରକ୍ଷା କରିବା ସହ ଆମ୍ବୁଲାନ୍ସ ଯୋଗେ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଥିବା ଜଣା ପଡ଼ିଛି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।