ନିରାକାରପୁର : ୧୨/୧୧/୨୪
ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ଜଣେ ଅପରାଧୀକୁ ନିରାକାରପୁର ପୁଲିସ ଆଜି ଗିରଫ କରିଛି।
ଗିରଫ ଅଭିଯୁକ୍ତ ଜଣକ ହେଲେ ରାମେଶ୍ବର ପଞ୍ଚାୟତ ଖଜୁରୀପଡାର ମହମ୍ମଦ ଆସିଫ ଓରଫ ଆସିକ। ଆସିକ ନାମରେ ଚୋରୀ , ଡକାୟତି, ରାହାଜାନୀ ସମେତ ମାରଣାସ୍ତ୍ର ଦେଖାଇ ଲୋକଙ୍କୁ ବିଭିନ୍ନ ସମୟରେ ଭୟଭୀତ କରିବା ଆଦି ମାମଲା ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଥାନାରେ ରୁଜୁ ହୋଇଥିଲା ।
ଏନେଇ ଖୋର୍ଦ୍ଧା କୋର୍ଟ, କଣାସ ଓ ଟାଙ୍ଗୀ ଗ୍ରାମୀଣ ନ୍ୟାୟାଳୟ ପକ୍ଷରୁ ତା ନାମରେ ଏନବିଡବ୍ଲୁ ଜାରି ହୋଇଥିଲା। ଏହି ଆଇନ ବଳରେ ଆଜି ନିରାକାରପୁର ଥାନା ଅଧିକାରୀ ବିଶ୍ବଜିତ ରାଉତରାୟଙ୍କ ନେତୃତ୍ବରେ ଆସିକକୁ ଗିରଫ ନିମନ୍ତେ ଏକ ଟିମ ଗଠନ ହୋଇଥିଲା । କୌଣସି ସୂତ୍ରରୁ ଖବର ପାଇ ପୁଲିସ ଅଭିଯୁକ୍ତ ଆସିକର ଘରେ ଚଢ଼ାଉ କରିଥିଲା ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।