ଦାରିଙ୍ଗବାଡି,ମୋ ଟିଭି ଓଡ଼ିଶା:(ସୁଶାନ୍ତ କୁମାର ସାହୁ)
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସି ଡ଼ି ପି ଓ
ଦାରିଙ୍ଗବାଡି ର ସମସ୍ତ ପଞ୍ଚାୟତ ବୁଲି ଅଙ୍ଗନବାଡି କର୍ମୀଙ୍କ ସହ ଆଲୋଚନା କରିବା ସହିତ କିପରି କରିବେ ସୁଭଦ୍ରା ଫର୍ମ ପୂରଣ ଶିଖାଇବା ସହ କିପରି ନିଜର ଡ଼କୁମେଣ୍ଟ ପ୍ରଦାନ କରିବେ ସେଥିପ୍ରତି ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଛନ୍ତି l

ଗହଳି ନକରି ଧୀରେ ଧୀରେ ଫର୍ମ ପୁରାଣ ପାଇଁ ପରାମର୍ଶ ଦେଇଥିଲେ l ଯଦି କାହାର ଡକୁମେଣ୍ଟ ଭୁଲ ଥାଏ ତାକୁ ଠିକ କରିବା ପାଇଁ ସମୟ ଲାଗୁଛି ବ୍ୟସ୍ତ ନହୋଇ କରନ୍ତୁ କହିଛନ୍ତି ସନ୍ଧ୍ୟାରାଣୀ ପଣ୍ଡା ସି ଡ଼ି ପି ଓ ଦାରିଙ୍ଗବାଡି l ସେପଟେ ବ୍ୟାଙ୍କ ଖାତାରେ ଆଧାର ଲିଙ୍କ ଏବଂ ମୋବାଇଲ ନମ୍ବର ଲିଙ୍କ ପାଇଁ ଅଧିକ ଗହଳି ଦେଖିବାକୁ ମିଳୁଛି କହିଛନ୍ତି ଦୀପକ ମହାରଣା ବ୍ରାଞ୍ଚ ମ୍ୟାନେଜର ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।