February 2, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ମୁଁ ବୁଢ଼ୀ ହେଲିଣି ମୋତେ ଭତା ମିଳୁନି ମୋର ବୟସ କିଏ ଜାଣିଛି ।


ବୟସ କେତେ ନିଜେ ଜାଣିନାହାନ୍ତି କିନ୍ତୁ ତାଙ୍କ ଠାରୁ କମ ବୟସର ଲୋକେ ଭତା ପାଇଲେଣି ।


ଦାରିଙ୍ଗବାଡି (ମୋ ଟିଭି ଓଡିଶା ):ସୁଶାନ୍ତ କୁମାର ସାହୁ:


ଏମିତି ଜଣେ ମହିଳା ଯେକି ଜାଣି ପାରୁନାହାନ୍ତି ନିଜର ବୟସ କେତେ? ମିଳିଛି ଆଧାର କାର୍ଡ ସେଥିରେ ବୟସ ଅଲଗା ଏବଂ ମିଳିଛି ଭୋଟର ପରିଚୟପତ୍ର ସବୁଥିରେ ବୟସ ଅଲଗା ଅଲଗା ହେଲେ ବୟସ ଷାଠିଏ ରୁ ଉର୍ଦ୍ଧ l

ଦୁଶିଳା ବିନ୍ଧାଣି ଆଧାର କାର୍ଡ…. ମୋ ଟିଭି ଓଡିଶା

ସେହେଲେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ପଞ୍ଚାୟତ ର ଡ଼ମ୍ବୁଧର ବିନ୍ଧାଣିଙ୍କ ପତ୍ନୀ ଦୁଶିଳା ବିନ୍ଧାଣି l
ଡ଼ମ୍ବୁଧର ଦଶ ବର୍ଷ ହେବ ଭତା ପାଇଲେଣି, ହେଲେ ପତ୍ନୀଙ୍କର ଆଧାର କାର୍ଡ ଏବଂ ଭୋଟ ପରିଚୟ ପତ୍ରରେ ବୟସ ଠିକ ନଥିବାରୁ ଭତା ରୁ ବଞ୍ଚିତ ହୋଇଛନ୍ତି l ଦୁଶିଳା ବିନ୍ଧାଣି ଏବେ କାହାରିକୁ ଗୁହାରି କରିବେ?

ଦୁଶିଳା ବିନ୍ଧାଣି ରାସନ କାର୍ଡ… ମୋ ଟିଭି ଓଡିଶା

ଦୁଶିଳା ଯାହାକୁ କହିଲେ ତୁମର ବୟସ ହୋଇନି ବୋଲି କହୁଛନ୍ତି ସରପଞ୍ଚ ,ବିଭାଗୀୟ ଅଧିକାରୀ ତେବେ ଭତା ପାଇଁ ଦୌଡ଼ିବାକୁ ପଡିଛି ପଞ୍ଚାୟତ ଏବଂ ବ୍ଲକ ଅଫିସ ହେଲେ କିଛି ସୁଫଳ ମିଳୁନାହିଁ ବୋଲି ଅଭିଯୋଗ କରିଛନ୍ତି ଦୁଶିଳା । ତାଙ୍କୁ ଭତା ବେବା ପାଇଁ ଦାବିକରିଛନ୍ତି ଗ୍ରାମର ରବିଚନ୍ଦ୍ର ପାତ୍ର, ସୁମିତ୍ରା ପ୍ରଧାନୀ, ସୁଧୀର ପ୍ରଧାନୀ, କୈକେଇ ବିନ୍ଧାଣି, ରିଙ୍କି ବିନ୍ଧାଣି, କରୁଣା ବିନ୍ଧାଣି, ଅନ୍ତ ପାତ୍ର, ଅନୁଶାୟା ବିନ୍ଧାଣି ଏଭଳି ବୟସ୍କ ମହିଳାଙ୍କୁ ଭତା କରିବେବା ପାଇଁ ସାହି ଲୋକେ ଅନୁରୋଧ କରିଛନ୍ତି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।