୨୦୨୪ରେ ଭୁବନେଶ୍ୱରରେ ହୋଇଛି ୬୬ ହତ୍ୟା । ଆସିଲା କମିଶନରେଟ ପୋଲିସର ବାର୍ଷିକ ଅପରାଧିକ ରିପୋର୍ଟ । ୨୦୨୩ରେ ଭୁବନେଶ୍ୱର ୟୁପିଡିରେ ୧୧ ହଜାର ୯୭୫ ମାମଲା ହୋଇଥିବାବେଳେ ୨୦୨୪ରେ ୧୪ ହଜାର ୪୧୬ ମାମଲା ରୁଜୁ ହୋଇଛି। ଭୁବନେଶ୍ୱରେ ୨୦୨୩ରେ ୫୨ ମର୍ଡର, ୨୦୨୪ରେ ୬୬ ମର୍ଡର ହୋଇଛି । କଟକ ୟୁପିଡିରେ ୨୦୨୩ରେ ୭୪୩୫ ଓ ୨୦୨୪ରେ ୭୨୨୧ ମାମଲା ରୁଜୁ ହୋଇଛି । କଟକ ୟୁପିଡିରେ୨୦୨୩ରେ ୨୬ ମର୍ଡର, ୨୦୨୪ରେ ୨୩ ମର୍ଡର ହୋଇଛି । ଟ୍ୱିନ ସିଟିରେ ୨୦୨୩ରେ ୭୮ ଓ ୨୦୨୪ରେ ୮୯ ମର୍ଡର ହୋଇଛି । ଟି୍ୱନ ସିଟିରେ ୨୦୨୩ରେ ୧୯, ୪୧୦ ଓ ୨୦୨୪ରେ ୨୧,୬୧୩ ମାମଲା ରୁଜୁ ହୋଇଛି ।
ମୋ ଟିଭି ଓଡିଶା, ଭୁବନେଶ୍ୱର
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।