ଦାରିଙ୍ଗବାଡି,୧୫/୦୪(ସୁଶାନ୍ତ କୁମାର ସାହୁ)
କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ସୁଗଡ଼ବାଡ଼ି ପଞ୍ଚାୟତ ଠାରେ ପବିତ୍ର ଚୈତ୍ର ଶୁକ୍ଳପଞ୍ଚମୀ, ଷଷ୍ଠୀ ଓ ସପ୍ତମୀ ତିନି ଦିନ ଧରୀ ଚାଲିଛି l
ଏହାକୁ ଆୟୋଜନ କରିଛନ୍ତି ପଞ୍ଚାୟତ ସ୍ତରୀୟ ଅଞ୍ଚଳ କମିଟି ଓ ମାତୃମଣ୍ଡଳୀ ଦିଗା l ଏଠାରେ ସହ ସହ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ତିନି ଦିନ ଧରି ଚାଲିଥିବା ନାମ ଯଜ୍ଞ ଦେଖିବା ପାଇଁ ଆଖ ପାଖ ଅଞ୍ଚଳରୁ ଭକ୍ତ ଆସୁଥିବା ବେଳେ ସେଠାରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନ କରିବା ପାଇଁ ଅର୍ଣ୍ଣ ଭୋଜନ ର ବ୍ୟବସ୍ତା କରାଯାଇଛି ।
ପୂଜାରୀ ସତ୍ୟନାରାୟଣ ପଣ୍ଡା ଏବଂ କର୍ତା ସୟ ପ୍ରଧାନ,ସଇବ ପ୍ରଧାନଙ୍କ ନେତୃତ୍ୱରେ ପ୍ରହରୀ ନାମ ଯଜ୍ଞ ଚାଲିଥିବା ବେଳେ କମିଟିର ସଭାପତି ସତ୍ୟ ପ୍ରଧାନ (ପୁର୍ବତନ ସରପଞ୍ଚ) ସେକ୍ରେଟେରୀ ଜିତୁନା ସାହୁ (ସମିତିସଭ୍ୟ),କୋଷାଦକ୍ଷ ପ୍ରଦ୍ୟୁନ୍ନ ପ୍ରଧାନ, କମିଟି ସଦସ୍ୟ ପ୍ରେମନାଥ ପ୍ରଧାନ, ଲାଲଚି ଦିଗାଳ, ଗୁଣ୍ଡିଚା ନାୟକ, ପ୍ରୋମଦ ମହାପାତ୍ର, ମଧୁ ପ୍ରଧାନ, ତରାସ ପ୍ରଧାନ, ତ୍ରିନାଥ ବେହେରା , ବ୍ରଜ ଦିଗାଳ, ଫିଲ୍ଲିମନ ପ୍ରଧାନ , ରବୀନ୍ଦ୍ର ନାଥ ସାହୁ ପ୍ରମୁଖ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ସହିତ ପ୍ରହରୀ ନାମଯଜ୍ଞ ଓ ପ୍ରସାଦ ସେବନର ବ୍ୟବସ୍ଥା କରାଇଥିଲେ l
More Stories
ଛିଲିପାମାଲ ଗ୍ରାମରେ କାଳେଶ୍ୱର ମହାଦେବ ନୂତନ ମନ୍ଦିର ର ରତ୍ନମୁଦ ଉତ୍ସବ ଅନୁଷ୍ଠିତ।
ଓଲମା ଗ୍ରାମରେ କାଳେଶ୍ୱର ମହାଦେବ ନୂତନ ମନ୍ଦିର ର ରତ୍ନମୁଦ ଉତ୍ସବ ଅନୁଷ୍ଠିତ
ଶ୍ରୀ ଜଗନ୍ନାଥ ମହୋତ୍ସବ ଷଷ୍ଠ ଦିବସରେ ମହାଯଜ୍ଞ ମହାପ୍ରଭୁଙ୍କ ପ୍ରାଣପ୍ରତିଷ୍ଠା ଓ ପ୍ରବଚନ।