MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସାମ୍ବାଦିକ ଙ୍କ ମାତୃ ବିୟୋଗ


ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ର ବରିଷ୍ଠ ସାମ୍ବାଦିକ ନାରାୟଣୀ ପ୍ରସାଦ ମିଶ୍ର ଙ୍କ ମାଆ ତଥା ଆଦର୍ଶ ଶିକ୍ଷକ ବିଜୟ କୁମାର ମିଶ୍ର ଙ୍କ ଧର୍ମପତ୍ନୀ ସ୍ବର୍ଗତ ପାର୍ବତୀ ମିଶ୍ର ଙ୍କ ଆଜି 72 ବର୍ଷ ବୟସ ରେ ଦେହାନ୍ତ ହୋଇଯାଇଛି l ସେ ଗତ କିଛି ଦିନ ଧରି ହୃଦରୋଗ ରେ ପୀଡିତା ଥିବା ବେଳେ ଆଜି ସନ୍ଧ୍ୟା ରେ ବ୍ରହ୍ମପୁର ର ଏକ ଘରୋଇ ମେଡିକାଲ ରେ ଦେହାନ୍ତ ହୋଇଯାଇଛି l ସେ ଜଣେ ମେଳାପୀ, ପରୋପକାରୀ ଧର୍ମପରାୟଣ ମହିଳା ଥିଲେ l ଆଜି ତାଙ୍କ ମୃତ୍ୟୁ ଶଯ୍ୟା ରେ 5 ପୁଅ, ବୋହୁ, 4 ଝିଅ, ଜ୍ୱାଇଁ, ନାତି ନାତୁଣୀ, ଭାଇ ଭାଉଜ, ବନ୍ଧୁ ବର୍ଗ ଉପସ୍ଥିତ ରହି ଶେଷ ଦର୍ଶନ କରିଥିବା ବେଳେ କବିସୂର୍ଯ୍ୟନଗର ସ୍ଥିତ ଶ୍ମସାନ ରେ ଶେଷ କୃତ୍ୟ ସମ୍ପନ୍ନ ହୋଇଥିବା ଜଣାଯାଇଛି l


ଗଞ୍ଜାମ ରୁ ଭଗବାନ ପାଢ଼ୀଙ୍କ ରିପୋର୍ଟ

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।