MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବିଭିନ୍ନ ମନ୍ଦିର ରୁ ଚୋରିକରି ଆତଙ୍କ ଖେଳେଇ ଥିବା ସ୍ୱାମୀ ସ୍ତ୍ରୀ ଙ୍କୁ ଗିରଫ କଲା ଖଲିକୋଟ ପୋଲିସ

ଖଲ୍ଲିକୋଟ ଥାନା ଅଂଚଳରେ ମନ୍ଦିର ହୁଣ୍ଡି ଚୋରି ର ଆତଙ୍କ ଖେଳାଇ ଥିବା ସ୍ବାମୀ ସ୍ତ୍ରୀ କୁ ଗିରଫ କରିବାରେ ସଫଳ ହୋଇଛି ଖଲ୍ଲିକୋଟ ଥାନା ପୋଲିସ ।

ତାଙ୍କ ଠାରୁ ଗୋଟିଏ ଦାନ ହୁଣ୍ଡି ବକ୍ସ, ସୁନା ଖଡ଼ିକା, ଦୁଇଟି ରୂପା ଲକେଟ ସହ ୨୯ ହଜାର ୮୭୩ ଟଙ୍କା ଉଦ୍ଧାର କରାଯିବ ସହ ଚୋରି ରେ ବ୍ୟବହାର ହୋଇଥିବା ଗୋଟିଏ ସ୍କ୍ରୁ ଡ୍ରାଇଭର, ଲୁହ ରଡ, ହେଣ୍ଡ ଗ୍ଲୋବସ ସହ ଗୋଟିଏ ସ୍କୁଟି କୁ ଜବତ କରାଯାଛି । ତେବେ ଏହି ସ୍ବାମୀ ସ୍ତ୍ରୀ ଦୀର୍ଘ ଦିନ ହେଲା ଗଞ୍ଜାମ ଜିଲ୍ଲା ର ବିଭିନ୍ନ ମନ୍ଦିର ରେ ଚୋରୀ କରି ଆତଙ୍କ ଖେଳାଇ ଥିଲେ ।


ଗଞ୍ଜାମ ରୁ ଭଗବାନ ପାଢ଼ୀ ଙ୍କ ରିପୋଟ

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।