February 23, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

୧୫ଟନରୁ ଉର୍ଦ୍ଧ୍ବ ଗୋମାସଂ ବୋଝେଇ କଣ୍ଟେନର ଜବତ ଦୁଇ ଅଭିଯୁକ୍ତ ଅଟକ

୧୫ଟନରୁ ଉର୍ଦ୍ଧ୍ବ ଗୋମାସଂ ବୋଝେଇ କଣ୍ଟେନର ଜବତ ଦୁଇ ଅଭିଯୁକ୍ତ ଅଟକ।ଗୋମାସଂ ବୋଝେଇ କଣ୍ଟେନରକୁ ସୁରକ୍ଷା ଦେଇ ଯାଉଥିବା ଏକ କାର ଥିବା ସମସ୍ତ ଅଭିଯୁକ୍ତ ଫେରାର।ସୂଚନାରୁ ଜଣାପଡିଛି ଏକ ଗୋମାସଂ ବୋଝେଇ କଣ୍ଟେନର କଟକ ତିଗିରିଆ ରୁ ବାହାରି ପିପିଲି, ନିମପଡା,ନିରାକାରପୁର ଦେଇ ହାଇଦ୍ରାବାଦ ଚାଲାଣ ହେଉଥିବା ବେଳେ ନିରାକାରପୁର ରେଳଫାଟକ ପୂର୍ବରୁ ଗାଡିଟିକୁ ପିଛା କରି ହିନ୍ଦୁ ସଂଗଠନର ସଦସ୍ୟ ମାନେ ଗାଡିଟିକୁ ଅଟକାଇ ଦୁଇ ଅଭିଯୁକ୍ତ କୁ ଧରିବାରେ ସଫଳ ହୋଇଛନ୍ତି।ଖବର ପାଇ ନିରାକାରପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୋମାସଂ ବୋଝେଇ କଣ୍ଟେନର କୁ ଜବତ କରି ଦୁଇ ଅଭିଯୁକ୍ତ କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି।ଏତେ ପରିମାଣର ଗୋମାସଂ କେଉଁଠୁ ଆସିଲା କୁଆଡେ ଯାଉଥିଲା ଏଥିରେ କେଉଁ ମାନେ ସଂପୃକ୍ତ ଅଛନ୍ତି ତାହାକୁ ନେଇ ନିରାକାରପୁର ରେ ଚାପା ଊତ୍ତେଜନା ସୃଷ୍ଟି ହୋଇଛି।ଗୋମାସଂ ବୋଝେଇ କଣ୍ଟେନର କୁ ସୁରକ୍ଷା ଦେଇ ଯାଇଥିବା ଏକ ଥର କାରକୁ ଜବତ କରିବା ସହିତ ଅନ୍ୟ ଜଣେ ଅଭିଯୁକ୍ତ କୁ ଉଠାଇ ଆଣି ତଦନ୍ତ ଜାରି ରଖିଛି ପୋଲିସ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।