କଳାହାଣ୍ଡି (ମୋ ଟିଭି ଓଡିଶା) : ୨୦/୧0
ରିପୋର୍ଟ—ସନତ କୁମାର ପ୍ରଧାନୀ
କଳାହାଣ୍ଡି ଜିଲ୍ଲା ଗୋଷ୍ଟି ଶିକ୍ଷା ବିଭାଗ କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ହାଇସ୍କୁଲର ଛାତ୍ରଛାତ୍ରୀ ଙ୍କୁ ନେଇ ୧୭ ବର୍ଷରୁ କମ ବାଳକ ଓ ବାଳିକା ବର୍ଗ ରେ ହକି ଚମ୍ପିୟାନସିପ ପାଇଁ ଛାତ୍ରଛାତ୍ରୀ ଙ୍କୁ ମନୋନୀତ କରାଯାଇଛି।
ସୁନ୍ଦରଗଡ ଜିଲ୍ଲା ସଦର ମହକୁମା ମ୍ୟୁନସିପାଲଟି ହାଇସ୍କୁଲ ଠାରେ ୨୦ ରୁ ୨୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ୧୭ ବର୍ଷରୁ କମ ବାଳିକା ହକି ଚମ୍ପିୟାନସିପ ରେ କୋକସରା ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ର ନବମ ଶ୍ରେଣୀର ଛାତ୍ରୀ ପ୍ରୀତି ରାଉତ ଭାଗ ନେଇଛନ୍ତି।
୧୭ ଜଣିଆ ଟିମ ରେ ପ୍ରୀତି ରାଉତ ଙ୍କୁ ସ୍ଥାନ ମିଳିବା ପରେ ଓଏଭି ଭାରପ୍ରାପ୍ତ ଅଧ୍ୟକ୍ଷା ନିଝୁମ ରାଣୀ ପଣ୍ଡିତ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଶୁଭେଚ୍ଛା ଜଣାଇଛନ୍ତି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।