February 3, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ପାହାଡିଆ ଉପାନ୍ତ ଅଞ୍ଚଳକୁ ଲକ୍ଷ୍ମୀ ବସ୍‌ ଭରସା


ମୋଟିଭି ଓଡ଼ିଶା:୧୩/୫:(ସୁଶାନ୍ତ କୁମାର ସାହୁ)
ପାହାଡ଼ିଆ ଉପାନ୍ତ ପଞ୍ଚୟତର ହେତ୍‌କ୍ଵାଟର ଠାରୁ ବ୍ଲକ ଅଫିସକୁ ଅସିବାକୁ ବସ୍‌ ନଥୁଲା। ଲୋକ ଅଟେ ଭଡ଼ା କରି ଅଯଥା ଖର୍ଚ୍ଚାନ୍ତ ହୋଇ ବ୍ଲକ ହେତ୍‌କ୍ସାଟରକୁ ଯଉଥୁଲେ। ଲକ୍ଷ୍ମୀ ଯେଜନା ହେବାପରେ ଲୋକ ସହଜରେ ଉପାନ୍ତ ଅଞ୍ଚଳରୁ ବ୍ଲକ ହେଡ୍‌କ୍ଵାଟରକୁ ଯାତାୟତ କରି ପାରୁଛନ୍ତି। ଯେଉଁ ପଞ୍ଚାୟତକୁ ବସ୍‌ ଯାଉନଥୁଲା ସେହି ପଞ୍ଚାୟତକୁ ଆଜି ଲକ୍ଷ୍ମୀ ବସ୍‌ ଯାତାୟାତ କରୁଛି। ଦାରିଙ୍ଗବାଡି ବ୍ଲକରେ ୨୫ଟି ପଞ୍ଚାୟତ ରହିଥୁବା ବେଳେ କିଛି ପଞ୍ଚାୟତକୁ ବେସରକାରୀ ବସ୍‌ ଯାତାୟାତ କରୁଥିଲା । ଅଧ୍‌କାଂଶ ଉପାନ୍ତ ପଞ୍ଚାୟତକୁ କୌଣସି ଯୋଗଯୋଗ ବ୍ଯବସ୍ଥା ନଥ୍‌ଲା।

ମେଡ଼ିକାଲ ବ୍ଲକ କାର୍ଯ୍ଯାଳୟ, ତହସିଲ କାର୍ଯ୍ୟାଳୟକୁ ଅଟେରେ ଅଧୁକ ଖର୍ଚ୍ଚାନ୍ତ ହୋଇ ଯତାୟାତ କରିବାକୁ ପଡୁ ଥିଲା । ଲକ୍ଷ୍ମୀ ବସ୍‌ ଗଡ଼ିବା ପରେ ମହିଳାମାନେ ୫ ଟଙ୍କାରେ ଯତାୟାତ କରୁଛନ୍ତି। ଲୋକ ଆବଶ୍ୟକ ରାସନ୍‌ ସାମଗ୍ରୀ ଗାଁରେ ଉଚା ଦରରେ କିଣିବା ବଦଳରେ ଦାରିଙ୍ଗବାଡି ଆସି କିଣୁଛନ୍ତି । ଚାଷୀମାନେ ଭତ୍ପାଦିତ ଫସଲ ବଜାରରେ ଆଣି ସହଜରେ ବିକ୍ରି କରି ପାରୁଛନି। ଲକ୍ଷ୍ମୀ ବସ୍‌ ପଡ଼ିବା ଫଳରେ ଭପାନ୍ତ ଅଞ୍ଚଳର ଲୋକ ସହରାଞ୍ଚଳ ସହ ଯୋଡି ହୋଇପାରିଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।