MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ମାନସ ପରିଷଦ ପକ୍ଷରୁ ପ୍ରବଚନ କାର୍ଯ୍ୟକ୍ରମ

ଖୋର୍ଦ୍ଧା ଜିଲ୍ଲା ରାଉତରାପୁର ସ୍ଥିତ ମାନସ ପରିଷଦ ପକ୍ଷରୁ ଚଳିତ ମାସ ୭ ତାରିଖରୁ ପ୍ରବଚନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।


ନିରାକାରପୁର : ୦୯/୧୧/୨୪

ଖୋର୍ଦ୍ଧା ଜିଲ୍ଲା ରାଉତରାପୁର ସ୍ଥିତ ମାନସ ପରିଷଦ ପକ୍ଷରୁ ଚଳିତ ମାସ ୭ ତାରିଖରୁ ପ୍ରବଚନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

ମାନସ ପରିଷଦ ର ୨୫ ତମ ବାର୍ଷିକ ଅଧିବେଶନ ୬ ତାରିଖ ଠାରୁ ୧୫ ତାରିଖ ପର୍ୟ୍ଯନ୍ତ ଚାଲିବ। ଆଜି ‘ଧନୁ ଭଗ୍ନ ,ସୀତା ବିବାହ’ ପ୍ରସଙ୍ଗରେ ଓଡ଼ିଶା ର ଆଗ ଧାଡିର ପ୍ରବଚକ ମାନସ ଭକ୍ତି ସୁଧା ପଣ୍ଡିତ ଶ୍ରୀଯୁକ୍ତ କୁମାର ପ୍ରଧାନ ଓ ଶ୍ରୀଯୁକ୍ତ ଗୋପାଳ ରାଜଗୁରୁଙ୍କ ପ୍ରବଚନ ଦୀର୍ଘ ସମୟ ଭକ୍ତଗଣ କୁ ବାନ୍ଧି ରଖିଥିଲା।

ରାଉତରାପୁର ଗ୍ରାମବାସୀଙ୍କ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଚାଲିଛି। ଆସନ୍ତା ୧୫ ତାରିଖ ପୂର୍ଣାହୁତି ଦିବସରେ ବହୁ ସଂଖ୍ଯା ରେ ଭକ୍ତ ଗଣ ଯୋଗ ଦେଇ ଦର୍ଶନ ପୂର୍ବକ ପ୍ରଭୁକୃପା ଲାଭ ପାଇଁ ମାନସ ପରିଷଦ ପକ୍ଷରୁ ଅନୁରୋଧ କରାଯାଇଛି

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।