ସନ୍ଧ୍ୟାରେ ଶବ ପୋଡାଇଲେ ମୋବାଇଲ ଟର୍ଚ୍ଚ ସାହାଭାରଷା
ଦାରିଙ୍ଗବାଡି,ମୋ ଟିଭି ଓଡ଼ିଶା:(ସୁଶାନ୍ତ କୁମାର ସାହୁ)
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ପଞ୍ଚାୟତ ଠାରେ ରହିଛି ମଶାଣି ଗୃହ ତାହା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ହେଲେ ରକ୍ଷଣାବେକ୍ଷଣ ଅଭାବ କାରଣରୁ ସେଠାରେ ଶବ ନେଇ ଗଲାବେଳକୁ ତାହା ଜଙ୍ଗଲରେ ପରିଣତ ହେଉଛି ।
ତେବେ ସ୍ଥାନୀୟଙ୍କ ଦାବି ମଶାଣି ଘାଟକୁ ପଞ୍ଚୟତ ତରଫରୁ ସଫା ସୁତରା କରିବା ସହିତ ସେଠାରେ ସୋଲାର ଲାଇଟର ବ୍ୟବସ୍ଥା କରିବା ପାଇଁ କହଁଚିନ୍ତି ଗୁଣାକାର ପାତ୍ର, ସାମନ୍ତ ବିଶୋଇ, ବୃନ୍ଦାବନ ପାତ୍ର, ଦିଲ୍ଲୀପ ପାତ୍ର, ଦିଗାମ୍ବର ପାତ୍ର, ନବପାତ୍ର, ଗନ୍ଦର୍ବ ପାତ୍ର, ସୁନୀଲ, ନିଳାଞ୍ଚଳ ପାତ୍ର, ହେମଚନ୍ଦ୍ର ପାତ୍ର, ମନୁ ପାତ୍ର ପ୍ରମୁଖ ଅଞ୍ଚଳ ବାସୀ ଦାବିକରିଛନ୍ତି ।
ଏକ ଲିଖିତ ଦାବି ପତ୍ର ସରପଞ୍ଚକୁ ପ୍ରଦାନ କରାଯିବ ବୋଲି ବିଜେପି ନେତା ଗୁଣାକାର ପାତ୍ର ,ସଂଜୀବ ଗୌଡ଼ କହିଛନ୍ତି ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।