ସୁନ୍ଦରଗଡ (ଦେବେନ୍ଦ୍ର କୁମାର ଭିତ୍ରିଆ ) :
ଆଜି ନଭେମ୍ବର 7 ତାରିଖ ଗୁରୁବାର ସକାଳ 7ଟା ସମୟରେ ସୁନ୍ଦରଗଡ ଟାଉନ ଥାନା ଅନ୍ତ୍ରଗତ ନୂଆ ବସଷ୍ଟାଣ୍ଡ ନିକଟସ୍ଥ ଲୁହୁରାଢିପା ସ୍ଥିତ ଏହି ଶବ ମିଳିଥିଲା । ସକାଳେ ସ୍ଥାନୀୟ ଲୋକଙ୍କ ନଜରକୁ ଏହି ଘଟଣା ଆସିଥିଲା, ପରେ ସ୍ଥାନୀୟ ଲୋକେ ଟାଉନ ପୋଲିସକୁ ସୂଚନା ଦେବା ପରେ ଟାଉନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।

ଖବର ଲେଖା ହେବା ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ଜଣା ପଡ଼ି ନାହିଁ । ଅପରପକ୍ଷେ ସଂପୃକ୍ତ ବ୍ୟକ୍ତିଙ୍କ ପରିଚୟ ଜାଣିବା ପାଇଁ ଏହାର ବହୁଳ ପ୍ରସାର କରିବାକୁ ଟାଉନ ପୋଲିସ ଗଣ ମାଧ୍ୟମକୁ ନିବେଦନ କରିଛନ୍ତି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।