ସୁକ୍ଷ୍ମ କଳା ମାଧ୍ୟମରେ କ୍ରିସମାସ ର ଶୁଭେଚ୍ଛା ଅଭିନନ୍ଦନ ଜଣାଇଛନ୍ତି କଳାକାର ଏଲ୍ ଇଶ୍ୱର ରାଓ। ଖୋର୍ଦ୍ଧା ଜିଲ୍ଲା ଜଟଣୀର ସୁକ୍ଷ୍ମ କଳାକାର ଏଲ୍ ଇଶ୍ୱର ରାଓ ସବୁବର୍ଷ ପରି ଏ ବର୍ଷ ମଧ୍ୟ ମୁଁ କ୍ରିସମସ୍ କୁ ନେଇ 750ଏମ ଏଲ ବୋତଲ ଭିତରେ ୩ ଇଞ୍ଚ୍ ଉଚ୍ଚତା ଓ ୨.୫ ଇଞ୍ଚ୍ ଓସାରର ଯିଶୁଖ୍ରୀଷ୍ଟଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରି ଶୁଭେଚ୍ଛା ଜଣାଇଛନ୍ତି।ସୁକ୍ଷ୍ମ କଳାକାର ଜଣଙ୍କ ଏହି କାମଟି କାଗଜ ଆଉ ଚକ୍ ପିସେସ ଖଣ୍ଡ କୁ ବ୍ୟବହାର କରି କରିଛନ୍ତି। ଏଇ କାମ କରିବା ପାଇଁ କଳାକାର ଜଣଙ୍କୁ 5 ଦିନ ସମୟ ଲାଗିଥିଲା।ସୁକ୍ଷ୍ମ କଳା ମାଧ୍ୟମରେ ସମସ୍ତଙ୍କୁ କ୍ରିସମସ ର ଶୁଭେଚ୍ଛା ଜଣାଇ ପ୍ରଭୁ ଯୀଶୁକ୍ରୀଷ୍ଟ ଙ୍କ ନିକଟରେ ଏହା ପ୍ରାର୍ଥନା କରୁଛନ୍ତି ଯେ ସଂସାରରେ ଶାନ୍ତି, ସମୃଦ୍ଧି ଅଉ ଭାଇଚାରାର ପ୍ରତିଷ୍ଠା ହେଉ।
ମୋ ଟିଭି ଓଡିଶା, ଖୋର୍ଦ୍ଧା
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।