February 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସାମାନ୍ୟ ବଚସା ରୁ ଏସିଡ ମାଡ଼ ୨ ଗୁରୁତର।

କାଳୀ ମଣ୍ଡପ ନିକଟରେ ଏକ ଗହଣା ଦୋକାନ କରିଥିବା ଅଶୋକ ସାହୁ ରାମଚନ୍ଦ୍ର ଙ୍କ ସହ ପାଟି ତୁଣ୍ଡ କରିବା ସହିତ ଉତକ୍ଷିପ୍ତ ହୋଇ ରାମଚନ୍ଦ୍ର ଙ୍କ ଉପରକୁ ଏସିଡ ମାଡ଼ କରିଥିଲେ।

ସୋର : ୨୯/୧୦/୨୪



ସାମାନ୍ୟ ବଚସା ରୁ ଏସିଡ ମାଡ଼ ଦୁଇ ଜଣ ଗୁରୁତର ।

ସୂଚନା ଅନୁସାରେ ତୁଡିଗଡ଼ିଆ ବଜାର ନିକଟରେ ଖଇରା ଥାନା ଡାଲଙ୍ଗ ଅଞ୍ଚଳ ର ରାମ ଚନ୍ଦ୍ର ପାଢ଼ୀ ଙ୍କର ଅନ୍ୟ ଜଣଙ୍କ ସହିତ ଥଟା ମଜା ହେଉଥିବା ସମୟରେ ସେହି ତୁଡିଗାଡ଼ିଆ ବଜାର ରେ ଥିବା କାଳୀ ମଣ୍ଡପ ନିକଟରେ ଏକ ଗହଣା ଦୋକାନ କରିଥିବା ଅଶୋକ ସାହୁ ରାମଚନ୍ଦ୍ର ଙ୍କ ସହ ପାଟି ତୁଣ୍ଡ କରିବା ସହିତ ଉତକ୍ଷିପ୍ତ ହୋଇ ରାମଚନ୍ଦ୍ର ଙ୍କ ଉପରକୁ ଏସିଡ ମାଡ଼ କରିଥିଲେ।

ଫଳରେ ରାମଚନ୍ଦ୍ର ଙ୍କ ସମେତ ସେଠି ଉପସ୍ଥିତ ଥିବା ଡ଼ମ୍ବୁରୁ ଧର ମହାଳିକ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକ ଉଦ୍ଧାର କରି ଉଭୟ ଙ୍କୁ ସୋର ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ। ରାମଚନ୍ଦ୍ର ଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ କଟକ ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରଯାଇଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।