February 26, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ମୋଦିଙ୍କ ଟିମ ; କାହାକୁ ମିଳିଲା କେଉଁ ବିଭାଗ…

ମୋଟିଭି ଓଡିଶା / ନୂଆ ଦିଲ୍ଲୀ :

ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ରୀ ମଣ୍ଡଳରେ ବିଭାଗ ବଣ୍ଟନ କରାଯାଇଛି  । ବଦଳିନି କିଛି କ୍ୟ।ବିନେଟ ମନ୍ତ୍ରୀଙ୍କ ପଦ । ନୀତିନ ଗଡକରିଙ୍କୁ ମିଳିଲା ସଡକ ପରିବହନ ମନ୍ତ୍ରୀ ପଦ । ରାଜନାଥ ସିଂଙ୍କୁ ମିଳିଲା ପ୍ରତିରକ୍ଷା ମନ୍ତ୍ରୀ ପଦ । ଅମିତ ଶାହ ମଧ୍ୟ ପୁନର୍ବାର ପାଇଲେ ଗୃହମନ୍ତ୍ରୀ ପଦ । ସେହିପରି ସଡକ ପରିବହନ ରାଷ୍ଟ୍ରମନ୍ତ୍ରୀ ହେଉଛନ୍ତି ଅଜୟ ଟମଟା ଏବଂ ହର୍ଷ ମାଲହୋତ୍ରା । ବୈଦେଶିକ ମନ୍ତ୍ରୀ ପଦରେ ରହିଲେ ଏସ୍. ଜୟଶଙ୍କର । ସେହିପରି ଅର୍ଥମନ୍ତ୍ରୀ ଦାୟିତ୍ବରେ ରହିଲେ ନିର୍ମଳା ସୀତାରମଣ ।  ଜୁଏ ଓରାମ ରହିଲେ ଆଦିବାସୀ ବ୍ୟାପାର ମନ୍ତ୍ରୀ । ଧର୍ମେନ୍ଦ୍ର ପ୍ରଧାନ ରହିଲେ ଶିକ୍ଷାମନ୍ତ୍ରୀ । ଅଶ୍ବନୀ ବୈଷ୍ଣବ ରହିଲେ ସୂଚନା ଓ ପ୍ରସାରଣ ମନ୍ତ୍ରୀ । 

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।