February 25, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ପାଗଳ କୁକୁର କାମୁଡ଼ାରେ ୬ରୁ ଉର୍ଦ୍ଧ ଲୋକ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।


ବାଲେଶ୍ୱର ଜିଲ୍ଲା ସୋର ଆଙ୍ଗୁଳା ଗ୍ରାମର ଯୋଗେନ୍ଦ୍ର ଭୋଳ ଆଜି ସକାଳେ ବାଗୁଡି ବଜାରକୁ ଦୋକାନ ଖୋଲିବାକୁ ଯାଇଥିବା ବେଳେ ଏକ ପଗଳା କୁକୁର ତାଙ୍କ ଗୋଡ଼କୁ କାମୁଡି ରକ୍ତାକ୍ତ କରିଥିଲା। ସେହିପରି ମହୁମୁହାଣ ଗ୍ରାମର ସଂକୁନ୍ତଳା ରଣା କାମ କରିବାକୁ ଯାଉଥିବା ବେଳେ ବାଗୁଡି ଛକ ନିକଟରେ କୁକୁରଟି ଆକ୍ରମଣ କରିଥିଲା ।

ଫଳରେ ସେ ଗୁରୁତର ଭାବେ ଆହତ ହୋଇଥିଲେ। ସେହିପରି ଯୁଡ଼ାମ୍ବ ଗ୍ରାମର ଜଗବନ୍ଧୁ ମଳିକ , ବାସନ୍ତୀ ମଳିକ, ଲକ୍ଷ୍ମୀ ମହାରଣା ଓ ମାଳତୀ ସିଂ ଙ୍କୁ ଉକ୍ତ କୁକୁରଟି ଆକ୍ରମଣ କରିବାରୁ ସମସ୍ତେ ରକ୍ତାକ୍ତ ଅବସ୍ଥାରେ ଡାକ୍ତରଖନାରେ ଭର୍ତି ହୋଇଥିଲେ। ତେବେ କୁକୁର କାମୁଡ଼ାରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

ମୋ ଟିଭି ଓଡିଶା, ସୋର

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।