MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବୋଇତ ବନ୍ଦାଣ ଉତ୍ସବ ପାଇଁ ଚଳଚଂଚଳ।

ଖୋର୍ଦ୍ଧା : ୧୦/୧୧/୨୪


ଵୋଇତ ବନ୍ଦାଣ ଉତ୍ସବ ପାଇଁ ଚଳଚଂଚଳ ମନ୍ଦିର ପରିସର ସମସ୍ତଙ୍କ ମୁହଁର ଉସ୍ଛାହ ଉଦ୍ଦିପନା। ପ୍ରତିବର୍ଷ ଭଳି ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲା ଟାଗିଂ ଥାନା ଭୂଷଣ୍ଡପୁର ବାଲିପାଟପୁର ଗ୍ରାମରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ହେବ।

ମା ମଗଂଳାଙ୍କ ପୀଠରେ ବୋଇତ ବନ୍ଦାଣ ଉତ୍ସବ ପାଇଁ ଆଜି ପ୍ରତିଷ୍ଠା ଦିବସ। ପଂଚୁକ ୫ଦିନ ଧରି ମା ମଗଂଳା ପୀଠ ହେବ ଉତ୍ସବମୁଖର। ବୋଇତ ବନ୍ଦାଣ ପାଇଁ ଗ୍ରାମର ଆରାଧ୍ୟ ଠାକୁରାଣୀଙ୍କୁ ଏକ ବିରାଟ ପଟୁଆରରେ ଶୁଷୋଭିତ ବିମାନରେ ଗ୍ରାମ ପରିକ୍ରମା କରାଯାଇଥିଲା।

ଶୋଭାଯାତ୍ରାରେ ବେଶ ମନମୁଗ୍ଧ ଥିଲା କୁନି କୁନି ମୃଦଙ୍ଗ ବାଦକଙ୍କ ନାମ ସଂକିର୍ତ୍ତନ। ଗୀତ ଓ ବାଜାର ତାଳେ ତାଳେ ନାଚି ମୃଦଙ୍ଗ ବଜାଇଥିଲେ କୁନିକୁନି କଳାକାର। ନାମ ସଂକିର୍ତ୍ତନ ହରିବୋଲ ହୁଳହରେ ଗଗନ ପବନ ପ୍ରକମ୍ପିତ ହେବା ସହିତ ମା ମଗଂଳା ପୀଠରେ ଭକ୍ତି ଭାବମୟ ପରିବେଶ ସୃଷ୍ଟି ହୋଇଥିଲା। ୨୨ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ଗ୍ରାମବାସୀମାନେ ବୋଇତ ବନ୍ଦାଣ ଉତ୍ସବକୁ ପାଳନ କରୁଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।