ମୋଟିଭି ଓଡିଶା : ସମ୍ବଲପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କୁ ଭୋଟ ଦେବାକୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସମ୍ବଲପୁରୀ ଭାଷାରେ ସମ୍ବଲପୁର ଲୋକଙ୍କ ପାଇଁ ଏକ ଭିଡିଓ ବାର୍ତ୍ତା ଜାରି କରି ନବୀନ ପଟ୍ଟନାୟକ ବହୁ ସଂଖ୍ୟାରେ ଭୋଟ ଦେବାକୁ ଅନୁରୋଧ କରିଛନ୍ତି।ନବୀନ ପଟ୍ଟନାୟକ କହିଛନ୍ତି ‘ମାଆ ସମଲାଇ ମନ୍ଦିର ରୂପାନ୍ତରଣରେ ବବି ବାବୁଙ୍କର ଅବଦାନ ରହିଛି। ଏବେ ତାଙ୍କୁ ମା ସମଲେଇ ସେହି ଅଞ୍ଚଳର ସେବା କରିବା ଲାଗି ସୁଯୋଗ ଦେଇଛନ୍ତି। ସେ ଆପଣଙ୍କ ସହ ସବୁବେଳେ ରହିବେ। ସମ୍ବଲପୁରର ଉନ୍ନତି କରିବେ। ଏଣୁ ଆପଣମାନେ ପ୍ରଣବ ପ୍ରକାଶ ଦାସଙ୍କୁ ଆଶିର୍ବାଦ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ।
ପ୍ରଣବ ଦାସଙ୍କୁ ଭୋଟ୍ ଦେବାକୁ ସମ୍ବଲପୁରୀ ଭାଷାରେ ଅନୁରୋଧ କଲେ ନବୀନ

More Stories
ଆଜି ସୁନା ଦରରେ ରେକର୍ଡ ହ୍ରାସ
ବାତ୍ୟା ଆଲର୍ଟ: କଳାବଜାରୀ ରୋକିବାକୁ ଯୋଗାଣ ବିଭାଗର ଚଢ଼ାଉ ଆରମ୍ଭ
ଓଡ଼ିଶାରେ କେମିତି ରହିବ ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବ ?