MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ଯାଗାରେ ଚଢ଼ାଉ ଦେଶୀମଦ ସମେତ ୨ ଅଭିଯୁକ୍ତ ଗିରଫ।


ନିଶା କବଳରେ ଖୋର୍ଦ୍ଧା ଜିଲା।ଖୋର୍ଦ୍ଧା ଜିଲ୍ଲାରେ ଧିରେ ଧିରେ ବଢିବାରେ ଲାଗିଛି ନିଶା କାରବାର। ନିଶା କାରବାର ଯୋଗୁଁବିଭିନ୍ନ ଯାଗାରେ ଅପରାଧ ଚୋରୀ ରାହାଜାନୀ ଡକାୟତି ବଢ଼ିବାରେ ଲାଗିଛି।

ନିଶା କାରବାରକୁ ରୋକିବା ପାଇଁ ଅବକାରୀ ବିଭାଗ ତତ୍ପର ହୋଇଛି। ଆଜି ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଜଂକିଆ ଥାନା ଅନ୍ତର୍ଗତ ମଳିପଡା ଗାଁ ରାସ୍ତାରେ ଚଢ଼ାଉ ଅରି ୮୦ଲିଟର ଦେଶୀ ମଦ ଜବତ କରିବା ସହିତ ଅଭିଯୁକ୍ତ ଆଶିଷ ପାହାଡାସିଂହକୁ ଗିରଫ କରିଛି ସେହିପରି ଜଂକିଆ ଥାନା ଅନ୍ତର୍ଗତ କାନପୁର ଗାଁ ରାସ୍ତାରେ ଚଢ଼ାଉ କରି ୧୭ ଲିଟର ଦେଶୀ ମଦ ଜବତ କରି ଗଂଜାମ ଜିଲ୍ଲା କୋଦଳାର ଯୋଗେଶ୍ୱର ବେହେରାକୁ ଗିରଫ କରି ଦୁହିଁଙ୍କ ନାମରେ ଅବକାରୀ ଥାନାରେ ପୃଥକ ପୃଥକ ଦୁଇଟି ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରାଯାଇଛି।

ମୋ ଟିଭି ଓଡିଶା, ଖୋର୍ଦ୍ଧା

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।