February 2, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ରାମନବମୀ ଅବସରରେ ଦଶପଲ୍ଲାରେ ଆରମ୍ଭ ହେଲା ପୁରୁଣା ଚାରିଚକିଆ ଗାଡିର ନୂତନ ମହାବୀର ମୋଟର୍ସ ସୋ ରୁମ ।


କନ୍ଧମାଳ,୧୭/୦୪(ସୁଶାନ୍ତ କୁମାର ସାହୁ) :
ଜଣେ ସାଧାରଣ ମଣିଷ ରେ ଆଶା ଥାଏ ସେକିପରି ବଡ଼ ହେବ ଦିନେନା ଦିନେ ଚାରିଚକିଆ ଗାଡି ଧରି ବୁଲିବ କିନ୍ତୁ ଆଜିର ଦରଦାମ ପାଇଁ ତାପଖରେ କିଣିବା ପାଇଁ ଆର୍ଥିକ ସମ୍ବଳ ନଥିବାରୁ ସେ କିଣି ପାରୁ ନାହିଁ ଯାହାରି ଫଳରେ ଯେଉଁ ଆଶା ଥାଏ ତାହା ପୂରଣ ହୋଇ ପାରି ନଥାଏ l ସେହି ଆଶା ପୁରାଣ କରିବା ପାଇଁ ଦଶପଲ୍ଲାରେ ଆରମ୍ଭ ହୋଇଛି ମହାବୀର ମୋଟର୍ସ ସୋ ରୁମ l ଏଠାରେ ଆପଣ ଆପଣଙ୍କ ମନପସନ୍ଦ୍ ମୁତାବକ ସେକେଣ୍ଡ ହ୍ୟାଣ୍ଡ ଚାରିଚାକିଆ ଗାଡି କିଣି ପାରିବେ l ବିଭିନ୍ନ କମ୍ପାନୀର ଗାଡି ଏଠାରେ ମହଜୁଦ ରହିଥିବା ମହାବୀର ମୋଟର୍ସ ସୋ ରୁମ କର୍ତ୍ତୃପକ୍ଷ ବନୋଜ ପଟ୍ଟନାୟକ (ବୁନୁ)ଏବଂ ରଞ୍ଜନ କୁମାର ସାହୁ(ଟୁନା) କହିଛନ୍ତି l

ଟୁନାଙ୍କ କହିବା ଅନୁସାରେ ଆମର ବ୍ୟବସାୟ କରିବାର ଦୀର୍ଘ ବର୍ଷର ଅଭିଜ୍ଞତା ସହ ପ୍ରଥମ ଥର ପାଇଁ ଏକ ନୂଆ ଚିନ୍ତା ଧାରା ନେଇ ସ୍ଥାନୀୟ ଅଞ୍ଚଳରେ ନୂତନ ସୋରୁମ ଖୋଲିଥବାରୁ ବହୁତ ଆନନ୍ଦିତ। ଆମ ଜନପଥଠାରେ ଏହାର ମାତାରିଣୀ ଟେଣ୍ଡ ହାଉସ ଚିତ୍ରାଳୟ ସର୍ବଦା ଆପଣଙ୍କ ସହିତ ଛିଡା ହୋଇଛି ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ ଆଜି ରାମନବମୀ ଅବସରରେ ସୋରୁମ ଉଦ୍‌ଘାଟନ ହୋଇଛି । ଏହି ସୋରୁମରେ ଆପଣଙ୍କୁ ସମସ୍ତ ପ୍ରକାରର ବିଳାସପୁର୍ଣ୍ଣ ତଥା ମନ ମୁତାବକ ଚାରିଚାକିଆ ଜାନ କିଣି ପାରିବେ ଯାହାର ଗାଡି ଅନୁସାରେ ମୂଲ୍ୟ ଧାର୍ଯ୍ୟ କରାଯାଇ ମାତ୍ର ୫୦,୦୦୦ (ପଚାଶ ହଜାର ଟଙ୍କା)ରୁ ଆରମ୍ଭ ହୋଇଥାଏ । ଏହି ସୋରୁମରେ ଚମତ୍କାର ଏହିକିଜେ ଯେତେବେଳେ ଆପଣ ଗାଡ଼ି କିଣିବେ ସେହିଦିନ ହିଁ ଆପଣଙ୍କ ନାମରେ ଗାଡ଼ିର ମାଳିକମା ଆପଣଙ୍କର ହୋଇଯିବ ବୋଲି କହିଛନ୍ତି l

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।