କଳାହାଣ୍ଡି:୦୧/୧୧
ଗତ ମେ ୨୭ ତାରିଖ ଥୁଆମୂଳ ରାମପୁର ବ୍ଲକ କାଣିଗୁମା ପଞ୍ଚାୟତ ର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ୟାସୀ ନାଏକ ଜଣେ ଗ୍ରାମସାଥୀ ଙ୍କ ଠାରୁ ଡିଜିଟାଲ ଦସ୍ତଖତ କରିବା ପାଇଁ 10,000 ଟଙ୍କା ନେଉଥିବା ସମୟରେ ମାଡିବସିଥିଲା ଭିଜିଲାନ୍ସ ।
ତାଙ୍କ ଅଫିସ ଏବଂ ଭବାନୀପାଟଣା ଜଳେଶ୍ୱର ମନ୍ଦିର ପାଖରେ ଥିବା ବାସଗୃହ ରେ ଭିଜିଲାନ୍ସ ବିଭାଗ ର ୮ ଜଣିଆ ଟିମ ମିଳିତ ଭାବରେ ଚଢ଼ାଉ କରିଥିଲା ଆଜି ୬୮ ଲକ୍ଷ ୬ ହଜାର ୨୭୮ ଟଙ୍କା ୮୦.ପଇସା ଆୟର ବହିର୍ଭୁତ ସମ୍ପତି ଅଭିଯୋଗ ରେ କୋର୍ଟ ଚାଲାଣ ହେଇଛନ୍ତି।
More Stories
ଆଜିଠାରୁ ତିନି ଦିନିଆ ଜାତୀୟ ପ୍ରବାସୀ ଭାରତୀୟ ଦିବସ । ସମସ୍ତଙ୍କ ସୁରକ୍ଷା ଓ ନିରାପଦକୁ ଦୃଷ୍ଟି ଦିଆଯାଉଛି ବୋଲି କହିଲେ ମୁଖ୍ୟ ଶାସନ ସଚିବ।
ପ୍ରବାସୀ ଭାରତୀୟ ସମ୍ମେଳନ: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଭୁବନେଶ୍ୱର ଯୁବକଙ୍କୁ ବୀଭତ୍ସ ହତ୍ୟା ।