ସୋର : ୨୬/୧୦/୨୪
ସୋର ରେ ପହଂଚି ବାତ୍ୟା ଦାନା ର ପରବର୍ତ୍ତୀ ସ୍ଥିତି ସମୀକ୍ଷା କଲେ ପଂଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ l
ଆଜି ସୋର, ବାହାନଗା, ସିମୁଳିଆ, ଔପଦା, ନୀଳଗିରି ର ବିଭିନ୍ନ ବ୍ଲକ ର ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ର ସମୀକ୍ଷା କରୁଥିବା ବେଳେ ସୋର ବ୍ଲକ କୁଢେଇ ଅଞ୍ଚଳ ରେ ପହଂଚି ଚାଷ ଜମି ର କ୍ଷୟ କ୍ଷତି, ଘର ଭାଙ୍ଗିବା, ବାତ୍ୟା ଆଶ୍ରୟସ୍ଥଳୀ, ବନ୍ୟା ସ୍ଥିତି ର ସମୀକ୍ଷା କରିବା ସହ ଲୋକ ମାନଙ୍କୁ ଭୟ କରିବାର କିଛି ନାହିଁ ବୋଲି ଲୋକ ମାନଙ୍କୁ ପ୍ରତିଶୃତି ଦେଇଥିଲେ l
ଘର ଭାଙ୍ଗି ଥିବା ଲୋକ ମାନେ କୌଣସି ଚିନ୍ତା କରିବାର ନାହିଁ, ନୂତନ ଘର ଦିଆଯିବ କହିଛନ୍ତି ଗ୍ରାମ୍ୟ ଓ ପଂଚାୟତି ରାଜ ମନ୍ତ୍ରୀ ରବି ନାରାୟଣ ନାୟକ l
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।