MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବର୍ଷକୁ ୧୨ଥର ଅନୁଷ୍ଠିତ ହେବ ପଥୋତ୍ସବ ।

ପ୍ରତ୍ୟେକ ମାସରେ ଗୋଟିଏ ପଥୋତ୍ସବ ହେବ । ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସକାଳୁ ସକାଳୁ ନାଚଗୀତରେ କମ୍ପି ଉଠିଲା ରାଜଧାନୀ ଭୁବନେଶ୍ୱର । ପଥ ଉତ୍ସବରେ ସାମିଲ ହେଲେ ହଜାର ହଜାର ପଥଚାରୀ । ଜାଗମରା ନିୟୁ ରୋଡ଼ ହେଲା ଲୋକାର୍ଣ୍ଣୟ । ଛୋଟ ପିଲାଙ୍କଠାରୁ ନେଇ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ବିଭିନ୍ନ ଗୀତର ତାଳରେ ନାଚିଲେ । ରାସ୍ତା ଉଭୟ ପାର୍ଶ୍ୱରେ ବିଭିନ୍ନ ରଙ୍ଗାରଙ୍ଗ କାର୍ୟ୍ୟକ୍ରମ ସାଙ୍ଗକୁ ମୁରୁଜରେ ସଜେଇ ହୋଇଥିଲା ପୁରା ରାସ୍ତା । ମେୟର ସୁଲୋଚନା ଦାସ ପଥ ଉତ୍ସବର ଶୁଭରାମ୍ଭ କରିଥିଲେ । ଭୁବନେଶ୍ୱର ବାସୀଙ୍କ ଭଲ ପାଇବା ସହ ପ୍ରବାସୀ ଭାରତୀୟଙ୍କ ଉତ୍ସାହ ଆମକୁ ଅଧିକ ଏନର୍ଜି ବଢାଇ ଦେଇଛି । ଯାହାକି ସକାଳର ଶୀତକୁ ଖାତିର ନକରି ସମସ୍ତେ ପଥ ଉତ୍ସବରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି ।

ମୋ ଟିଭି ଓଡିଶା, ଭୁବନେଶ୍ୱର

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।