January 23, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଏମ୍‌କେସିଜିରେ ଶିଶୁରୋଗ ବିଭାଗ ପିଜି ଛାତ୍ରଙ୍କୁ ହଷ୍ଟେଲରେ ଆକ୍ରମଣ ଘଟଣା

ଏମ୍‌କେସିଜିରେ ଶିଶୁରୋଗ ବିଭାଗ ପିଜି ଛାତ୍ରଙ୍କୁ ହଷ୍ଟେଲରେ ଆକ୍ରମଣ ଘଟଣା। ୪ ଜଣ ଡାକ୍ତରଙ୍କୁ ଚାକିରିରୁ ବହିଷ୍କୃତ । ଚୁକ୍ତିଭିତ୍ତିକ ସହକାରୀ ପ୍ରଫେସର ଓ ୩ ସିନିୟର୍ ରେସିଡେଣ୍ଟଙ୍କୁ ବହିଷ୍କୃତ କରାଯାଇଛି । ଅନ୍ୟ ଜଣେ ପିଜି ଡାକ୍ତରଙ୍କୁ ୬ ମାସ କଲେଜ ହଷ୍ଟେଲ ମନା କରାଯାଇଛି । ତେବେ DMETଙ୍କ ନିର୍ଦ୍ଦେଶରେ କାର୍ଯ୍ୟାନୁଷ୍ଠାନ ନେଇ ଡିନ୍‌ ସୁଚିତ୍ରା ଦାଶଙ୍କ ସୂଚନା ଦେଇଛନ୍ତି । ଗତ ୨୦ ତାରିଖରେ ୩ନଂ ହଷ୍ଟେଲରେ ପିଜି ଛାତ୍ରଙ୍କୁ ଆକ୍ରମଣ ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ମୋ ଟିଭି ଓଡିଶା, ଭୁବନେଶ୍ୱର

Latest news