ଦାରିଙ୍ଗବାଡି, ୧୦/୦୪ (ସୁଶାନ୍ତ କୁମାର ସାହୁ)
କନ୍ଧମାଳ ଜିଲା ଦାରିଙ୍ଗବାଡି ବୁକ ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ଅବାଧ ଓ ମୁକ୍ତ ନିର୍ବାଚନ କରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଛି। ଥାନା ଅଞ୍ଜଳରେ ପୋଲିସର ଉପସ୍ତିତକୁ ଲୋକଙ୍କୁ ଜଣାଇବା ଓ କିପରି ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ସବୁ ସମୟ୍ରେ ଉପସ୍ଥିତ ରହିଥିବା ଲୋକଙ୍କୁ ସଚେତନ କରି ଜଣାଉଛି। ଏଥୁପାଇଁ ପୋଲିସ ପୂର୍ବରୁ ବ୍ରାହ୍ମଣୀଗାଁ ଥାନା କଡାକଡି କରିବା ସହ ଗାଡିମୋଟର ଯାଞ୍ଜ କରାଯାଉଛି। ସେହିପରି ଫ୍ଲାଗମାର୍ଚ୍ଚ କରି ଲୋକଙ୍କୁ ସଚେତନ କରାଇଛି।ପୋଲିସ ସେହିକ୍ରମରେ ଉକ୍ତ ଥାନା ଅଞ୍ଜଳ ଗଦାପୁରଠାରେ ଫ୍ଲାଗମାର୍ଚ୍ଚ କରାଯାଇଥୁବା ଜଣାପଡିଛି। ସେହିପରି ୨୦୧୯ରେ ଏକ ମାମଲା ରେ ଫେରାର ହୋଇଥୁବା ୨ ଜଣ ଫେରାର ଅଭିଯୁକ୍ଙ୍କୁ ବ୍ରାହ୍ମଣୀଗାଁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଉକ୍କୁ ଥାନା କିରାମାହା ଗ୍ରାମର କିଷାନ ବସ୍ତରାୟ ଏବଂ ଲଷ୍ମୀକାନ୍ତ ବସ୍ତୁରାୟ ବୋଲି ଥାନା ଅଧୁୂକାରୀ ଚିରଞ୍ଜୀବି ବେହେରା ସୂଚନା ଦେଇଛନ୍ତି ସେମାନଙ୍କ ନାମରେ ପୂର୍ବରୁ ମାମଲା (୨୪/୧୯ ) ରହିଥିବା ପୋଲିସ ସୁଚାନା ଦେଇଛି
ଆକ୍ସନ ମୋଡେରେ ପୋଲିସ ବାବୁ

{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"brushes":1},"is_sticker":false,"edited_since_last_sticker_save":true,"containsFTESticker":false}
More Stories
ପୂର୍ବତନ ସେନା କର୍ମଚାରୀଙ୍କ ଜଘନ୍ୟ କାଣ୍ଡ ।
ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ବଡ଼ ଅପରେସନ୍ ।
ଶିରୁଳି ମହାବୀର ମନ୍ଦିରରୁ ଚୋରି ।