ମୋଟିଭି ଓଡିଶା : କଳାହାଣ୍ଡି:୧୬/୦ : ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। କୋକସରା ବ୍ଲକ ବଙ୍ଗୋମୁଣ୍ଡା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ପ୍ରଜ୍ଞା ସିନି ନାଏକ ୮୮.୦୨ ପ୍ରତିଶତ ମାର୍କ ରଖି ଟପ୍ପର ହୋଇଥିବା ବେଳେ ସଂଯୋଗ କୁମାର ପଣ୍ଡା ୮୭.୦୮ ପ୍ରତିଶତ ମାର୍କ ରଖି ଦ୍ଵିତୀୟ ସ୍ଥାନ ରେ ଅଛନ୍ତି। ଚଳିତ ଶିକ୍ଷା ବର୍ଷ ରେ କୋକସରା ଓଏଭି ଦଶମ ଶ୍ରେଣୀ ପରୀକ୍ଷାରେ ମୋଟ ୭୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପାଶ ହାର ୭୫ ପ୍ରତିଶତ ରହିଛି। ଗତବର୍ଷ ତୁଳନା ରେ ଚଳିତ ବର୍ଷ ରେଜଲ୍ଟ ଭଲ ରହିଥିବା ନେଇ ଓଡିଶା ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷ ଦୀନବନ୍ଧୁ କର ସୂଚନା ଦେଇଛନ୍ତି।
ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା, କୋକସରା ଓଏଭି ରୁ ପ୍ରଜ୍ଞାସିନି ନାଏକ ଟପ୍ପର।

More Stories
ନଳକୂପ ଅଚଳ : ଚୁଆପାଣି ପିଉଛନ୍ତି ପାଇବରସାହି ଗ୍ରାମବାସୀ
ବଢ଼ିଲା ଆଶିଷଙ୍କ ସମସ୍ୟା, କୁଟ୍ଟେଙ୍କୁ ଆଶ୍ବସ୍ତି…..
ଚିକିତ୍ସା ପାଇଁ ‘ଆଭା ଆଇଡି’ ବାଧ୍ୟତାମୂଳକ