ସୁନ୍ଦରଗଡ଼ ( ଦେବେନ୍ଦ୍ର କୁମାର ଭିତ୍ରିଆ ) ୨୮/୧୧/୨୪
ଆଜି ନଭେମ୍ବର ୨୮ ତାରିଖ ଗୁରୁବାର ପୂର୍ବାହ୍ନ ୧୧. ୩୦ ମିନିଟ ସମୟରେ ଏହି ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ବାଲ୍ୟ ବିବାହ ମୁକ୍ତ ଭଳି ଏକ ମହତ ଉଦ୍ଦେଶ୍ୟ ନେଇ ଜିତା ଅନୁଷ୍ଠାନ ସଂକଳ୍ପ ନେବା ସହ ଜିଲ୍ଲାବାସୀଙ୍କ ସହଯୋଗ କାମନା କରିଛି।

ତେବେ ପ୍ରଧାନ ମନ୍ତ୍ରୀ ଗତ କାଲି ଏହା ଉପରେ ଆଭାସି ମାଧ୍ୟମରେ ସାରା ଦେଶ ବାସୀଙ୍କୁ ଏହା ଉପରେ ସଜାଗ ରହିବା ସହ ଏହି କୁସଂସ୍କାର ଠାରୁ ଭାରତକୁ ମୁକ୍ତ କରିବା ନେଇ ସମସ୍ତଙ୍କ ସହଯୋଗ ଲୋଡ଼ିଥିବା ବେଳେ ଆଜି ଏହା ଉପରେ ସୁନ୍ଦରଗଡ଼ ଜିଲ୍ଲା ପାଇଁ କାମ କରୁଥିବା ଜିତା ସଂଗଠନ ସାମ୍ୱାଦିକ ସମ୍ମିଳନୀ କରି ଜିଲ୍ଳାର ଅଦ୍ୟାବଧି ସୂଚନା ଦେବା ସହ ଜିଲ୍ଲାବାସୀଙ୍କ ସହଯୋଗ ଲୋଡ଼ିଛି । ସୁନ୍ଦରଗଡ଼ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା କରିବା ନେଇ ଜିତା ସଂକଳ୍ପ ନେଇଥିବା କଥା ଜିତା ଅନୁଷ୍ଠାନର ସୁନ୍ଦରଗଡ଼ ଜିଲ୍ଲା ସଂଯୋଜିକା କହିଛନ୍ତି ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।